ETV Bharat / state

ଗ୍ରାହକ ସେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ, ପୋଲିସର ତଦନ୍ତ ଜାରି - ଲକ୍ଷାଧିକ ଟଙ୍କା ଲୁଟ

ନୂଆପଡା ଜିଲ୍ଲା ତୁକୁଳା ଗାଁର ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକଙ୍କୁ ଲୁଟିଲେ ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ । ଗ୍ରାହକଙ୍କ ଆକାଉଣ୍ଟ ବଦଳରେ ନିଜ ଆକାଉଣ୍ଟରେ ଜମା କରୁଥିଲେ ଟଙ୍କା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Aug 23, 2019, 11:27 PM IST

ନୂଆପଡା: ଜିଲ୍ଲାର ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଳା ଗାଁ ଠାରେ ଥିବା ସହଜ ଗ୍ରାହକ ସେବାକେନ୍ଦ୍ରରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଖଡ଼ିଆଳ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେରଙ୍କୁ ଖଡ଼ିଆଳ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ଅନୁସାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଧୀନରେ ଥିବା ତୁକୁଳା ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଏକାଧିକ ଗ୍ରାହକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି । ଏନେଇ ଗ୍ରାହକ ଗିରିଧାରୀ ସୁନା, ବିକାଶ ସୁନା, ରାମସୁନ୍ଦର ବଗର୍ତ୍ତି ଏବଂ ମୋହିତ କୁମାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଗ୍ରାହକ ମାନେ ଟଙ୍କା ଜମା କରିବା ସମୟରେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ନକରି ସିଧାସଳଖ ନିଜ ଆକାଉଣ୍ଟରେ ଜମା କରିନେଉଥିଲେ । ମେସିନ ଖରାପ ଅଛି କହି ପାସବୁକ ତୁରନ୍ତ ପ୍ରିଣ୍ଟ କରୁନଥିଲେ । ଯାହାଫଳରେ ସଙ୍ଗେସଙ୍ଗେ ଗ୍ରାହକ ଜାଣିପାରୁନ ଥିଲେ ।

ତେବେ ଶୁକ୍ରବାର କୌଣସି ମତେ ଗ୍ରାହକ ମାନେ ଏନେF ଜାଣିପାରିବା ପରେ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଖଡ଼ିଆଳ ପୋଲିସ ଅଭିଯୁକ୍ତ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ତ୍ରିଲୋଚନ ମେହେର କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଳା ଗାଁ ଠାରେ ଥିବା ସହଜ ଗ୍ରାହକ ସେବାକେନ୍ଦ୍ରରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ଅଭିଯୋଗ ପାଇ ଖଡ଼ିଆଳ ପୋଲିସ ର ତଦନ୍ତ ଆରମ୍ଭ ହୋଇଛି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଙ୍କୁ ଖଡ଼ିଆଳ ପୋଲିସ ଥାନାରେ ଅଟକ ରଖିଛି । ପ୍ରାକ୍ତ ଶୁଚନା ମତେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଧୀନରେ ଥିବା ତୁକୁଳା ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଏକାଧିକ ଗ୍ରାହକ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି । ଏନେଇ ଗ୍ରାହକ ଗିରିଧାରୀ ସୁନା,ବିକାଶ ସୁନା,ରାମସୁନ୍ଦର ବଗର୍ତ୍ତି ଏବଂ ମୋହିତ କୁମାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଗ୍ରାହକ ମାନେ ଟଙ୍କା ଜମା କରିବା ସମୟରେ ତାଙ୍କ ଏକାଉଣ୍ଟ ରେ ଟଙ୍କା ଜମା ନକରି ସିଧାସଳଖ ନିଜ ଏକାଉଣ୍ଟରେ ଟଙ୍କା ଜମାକାରୀ ନେଉଥିଲେ । ମେସିନ ଖରାପ ଅଛି କହି ପାସବହି ତୁରନ୍ତ ପ୍ରିଣ୍ଟ କରୁନଥିଲେ । ଯାହାଫଳରେ ସଙ୍ଗେସଙ୍ଗେ ଗ୍ରାହକ ଜାଣିପାରୁନ ଥିଲେ । ଆଜି ଜାଣିପାରିବା ପରେ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ଠକାମୀରେ ପଡିଥିବା ଗ୍ରାହକ। ଅଭିଯୋଗ ପାଇ ଖଡ଼ିଆଳ ପୋଲିସ ଅଭିଯୁକ୍ତ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ତ୍ରିଲୋଚନ ମେହେର କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । Body:ସConclusion:ସସ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.