ETV Bharat / state

35 ଦାଦନ ଶ୍ରମିକ ଉଦ୍ଧାର କଲା ବୋଡେନ ପୋଲିସ - ବୋଡେନ ପୋଲିସ

ପୋଲିସ ହାତରେ ପୁଣି ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ବୋଡେନ ପୋଲିସ ଦ୍ଵାରା ଉଦ୍ଧାର ଶ୍ରମିକମାନେ ବୋଡେନ ବ୍ଲକ ପାଟଦରା ଗ୍ରାମର ବୋଲି ଜଣା ପଡିଛି । ଆଗକୁ ପଢନ୍ତୁ..

boden police news, police rescues migrant labour, migrant labour rescue in nuapada, ନୂଆପଡାରେ ଦାଦନ ଶ୍ରମିକ ଉଦ୍ଧାର, ବୋଡେନ ପୋଲିସ, ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ
ବୋଡେନ ପୋଲିସ ହାତରେ 35 ଦାଦନ ଶ୍ରମିକ ଉଦ୍ଧାର
author img

By

Published : Dec 15, 2019, 9:45 AM IST

ନୂଆପଡା: ପୋଲିସ ହାତରେ ପୁଣି ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ବୋଡେନ ପୋଲିସ ଦ୍ଵାରା ଉଦ୍ଧାର ଶ୍ରମିକମାନେ ବୋଡେନ ବ୍ଲକ ପାଟଦରା ଗ୍ରାମର ବୋଲି ଜଣା ପଡିଛି । ପ୍ରାକ୍ତ ସୂଚନା ଅନୁଯାୟୀ ଶନିବାର ରାତ୍ରି ପ୍ରାୟ 9ଟା ବେଳେ 35 ଜଣ ଦାଦନ ଶ୍ରମିକ ବେଆଇନ ଭାବରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ।

ବୋଡେନ ପୋଲିସ ହାତରେ 35 ଦାଦନ ଶ୍ରମିକ ଉଦ୍ଧାର

ଏନେଇ ଖବର ପାଇ ବୋଡେନ ପୋଲିସ ଅତର୍କିତ ଚଢାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା । ସେପଟେ ଶ୍ରମିକ ଦଲାଲ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ଏହି ଶ୍ରମିକମାନେ ପାଟଦରା ଗାଁର ବୋଲି ଜଣାପଡିଛି ।

ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଖୁବଶୀଘ୍ର ଦଲାଲକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ବୋଡେ଼ନ ପୋଲିସ ଦ୍ଵାରା ଦାଦନ ଶ୍ରମିକ ଉଦ୍ଦାର । ଉଦ୍ଦାର ଶ୍ରମିକ ମାନେ ବୋଡେ଼ନ ବ୍ଲକ ପାଟଦରା ଗ୍ରାମର ବୋଲି ଜଣାପଡିଛି । ପ୍ରାକ୍ତ ସୂଚନା ମତେ ଶନିବାର ଚଳିତ ରାତ୍ରି 9 ଘଣ୍ଟା ସମୟରେ 35 ଜଣ ଦାଦନ ଶ୍ରମିକ ବେଆଇନ ଭାବରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ । ଖବର ପାଇ ବୋଡେ଼ନ ପୋଲିସ ଅତର୍କିତ ଚଢ଼ାଉ କରି ଶ୍ରମିକ ମାନଙ୍କୁ ଉଦ୍ଦାର କରିଥିବାବେଳେ , ଶ୍ରମିକ ଦଲାଲ ପୋଲିସ କୁ ଚଖମାଦେଇ ଖସି ଯାଇଛି । ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ ଏହି ଶ୍ରମିକ ମାନେ
ପାଟଦରା ଗାଁର ବୋଲି ଜଣାପଡିଛି । ପୋଲିସ ର ତଦନ୍ତ ଜାରି ରହିଥିବା ବେଳେ ଖୁବ ଶୀଘ୍ର ଦଲାଲ କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.