ETV Bharat / state

43 ହକରଙ୍କୁ ମିଳିଲା ସାଇକେଲ, ବାଣ୍ଟିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର - ହକରଙ୍କୁ ସାଇକେଲ ବଣ୍ଟନ

ବୌଦ୍ଧ ଖରିଆର ରୋଡ଼ ସ୍ଥିତ ରସିକଲାଲ କାଞ୍ଚନ ଚାରିଟେବୁଲ ଟ୍ରଷ୍ଟ(Rasikalal Kanchan Charitable Trust) ପକ୍ଷରୁ ପେପର ବିକ୍ରେତାଙ୍କୁ ସାଇକେଲ ବଣ୍ଟନ(bicycles Distribute) । ପ୍ରାୟ 43ଜଣ ହକର ଭାଇମାନଙ୍କୁ 43 ଗୋଟି ବାଇ ସାଇକଲ ଟ୍ରଷ୍ଟ ପକ୍ଷରୁ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

ରସିକଲାଲ ଚେରଟେବୁଲ ଟ୍ରଷ୍ଟ ପକ୍ଷରୁ ହକରଙ୍କୁ ସାଇକେଲ ବଣ୍ଟନ

author img

By

Published : Jan 4, 2022, 1:51 PM IST

ନୂଆପଡ଼ା: ଖରିଆର ରୋଡ଼ ସ୍ଥିତ ରସିକଲାଲ କାଞ୍ଚନ ଚାରିଟେବୁଲ ଟ୍ରଷ୍ଟ(Rasikalal Kanchan Charitable Trust) ପକ୍ଷରୁ ପେପର ବିକ୍ରେତାଙ୍କୁ ସାଇକେଲ ବଣ୍ଟନ(bicycles Distribute) । ପ୍ରାୟ 43 ଜଣ ହକର ଭାଇମାନଙ୍କୁ 43 ଗୋଟି ବାଇସାଇକେଲ ଟ୍ରଷ୍ଟ ପକ୍ଷରୁ ବଣ୍ଟନ କରାଯାଇଛି । ତେବେ ରସିକଲାଲ ଚେରଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆ, ଏହାର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଗୃହ ରାଷ୍ଟ୍ର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନୂଆପଡା ଜିଲ୍ଲାପାଳ ସ୍ବଧାଦେଵ ସିଂ ଯୋଗ ଦେଇ ହକରଙ୍କୁ ସାଇକେଲ ବଣ୍ଟନ କରିଥିଲେ ।

ରସିକଲାଲ ଚେରଟେବୁଲ ଟ୍ରଷ୍ଟ ପକ୍ଷରୁ ହକରଙ୍କୁ ସାଇକେଲ ବଣ୍ଟନ

ହକରଙ୍କୁ ସାମାଜିକ ସୁରକ୍ଷା ଦେବାପାଇଁ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ହକରଙ୍କ ବ୍ୟାଙ୍କ ଖାତାକୁ 6 ହଜାର ଟଙ୍କା ଲେଖାଏଁ ଓଡ଼ିଶାର ପ୍ରାୟ 1ଲକ୍ଷ 1ହଜାର ହକରଙ୍କୁ ଦେଇଛନ୍ତି । ଏହି ଅବସରରେ ନୂଆପଡା ଜିଲ୍ଲାର ହକରମାନଙ୍କୁ ବିଧାୟକ ତଥା ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ଖରିଆର ରୋଡ଼ ପକ୍ଷରୁ ସାଇକେଲ ପ୍ରଦାନ କରାଯାଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.