ETV Bharat / state

କୋରୋନାରେ ଆଖି ବୁଜିଲେ ନୂଆପଡାର କୋଭିଡ ଯୋଦ୍ଧା

କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ । କୋଭିଡ ଯୋଦ୍ଧା ଜଣକ ନୂଆପଡା ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ କନେଷ୍ଟବଳ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Another corona warrior policeman dies in nuapada
କୋରୋନାରେ ଆଖି ବୁଜିଲେ ଆଉ ଜଣେ କୋଭିଡ ଯୋଦ୍ଧା ପୋଲିସ କର୍ମଚାରୀ
author img

By

Published : Oct 11, 2020, 7:17 AM IST

ନୂଆପଡା: କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ । କୋଭିଡ ଯୋଦ୍ଧା ଜଣକ ନୂଆପଡା ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ କନେଷ୍ଟବଳ ବୋଲି ଜଣାପଡିଛି । ଶନିବାର ରିଜର୍ଭ ପୋଲିସ ପଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

କୋରୋନାରେ ଆଖି ବୁଜିଲେ ଆଉ ଜଣେ କୋଭିଡ ଯୋଦ୍ଧା ପୋଲିସ କର୍ମଚାରୀ

ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ, ଆରକ୍ଷୀ ଅଧୀକ୍ଷକ ରାହୁଲ କୁମାର ଜୈନ, ପୋଲିସ ବାହିନୀ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ବଗର୍ତ କୃଷ୍ଣ ଚନ୍ଦ୍ର ମାଝୀ ଜଣେ ଶାନ୍ତ, ଶିଷ୍ଟ , ମିଷ୍ଟ ଭାସି ସର୍ବପରି ଧର୍ମ ପରାୟଣ ବ୍ୟକ୍ତି ଥିଲେ । କର୍ମମୟ ପୋଲିସ ଚାକିରିରେ 1992 ମସିହାରେ ସେ କଳାହାଣ୍ଡି ଜିଲ୍ଲାରେ ଯୋଗଦେଇ ଥିଲେ । ପରେ 1993 ମସିହାରେ ନୂଆପଡା ଜିଲ୍ଲାରେ ଯୋଗଦେଇ ଜାଗ୍ରତ ପ୍ରହରୀ ରୂପେ ଅଦ୍ୟାବଧି ପୋଲିସ ବିଭାଗରେ କାମକରି ଆସୁଥିଲେ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.