ETV Bharat / state

ନୂଆପଡାରେ ମର୍ମନ୍ତୁଦ ଦୁର୍ଘଟଣା, ଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ

author img

By

Published : Dec 18, 2020, 10:07 AM IST

ନୂଆପଡା ବିଲେଞ୍ଜର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ବାମୀ,ସ୍ତ୍ରୀଙ୍କର ମୃତ୍ୟୁ ସହ 5 ଜଣ ଗୁରୁତର । ଅଧିକ ପଢନ୍ତୁ...

road accident in nuapada
ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଲା ସ୍ବାମୀ,ସ୍ତ୍ରୀଙ୍କ ଜୀବନ

ନୂଆପଡା: ନୂଆପଡା ବିଲେଞ୍ଜର ଗାଁ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ସ୍ବାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ତରବୋଡୋର ଗଜେନ୍ଦ୍ର ଦଣ୍ଡସେନାଙ୍କ ଝିଅ ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ବିବାହ କରିଛନ୍ତି। ଝିଅ ଜ୍ବାଇଁଙ୍କ ମଧ୍ୟରେ କିଛି ପାରିବାରିକ କଳହ ଲାଗିରହିଥିଲା । ଏହାକୁ ସମାଧାନ କରିବାପାଇଁ ଗଜେନ୍ଦ୍ର ନିଜ ସମ୍ପର୍କୀୟ ମାନଙ୍କ ସହ ଏକ ବୋଲେରୋ ଗାଡିରେ ଝିଅ ଘରକୁ ଯାଇ ଫେରୁଥିଲେ । ସେଠାରୁ ଫେରିବା ବେଳେ ବିଲେଞ୍ଜର ଗାଁଠାରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଗଜେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.