ETV Bharat / state

ହାଇସ୍କୁଲରେ ପାଳିତ ହେଲା ବିଶ୍ୱ ଜଙ୍ଗଲ ଦିବସ

author img

By

Published : Mar 21, 2021, 2:54 PM IST

ଆଜି ହେଉଛି ବିଶ୍ୱ ଜଙ୍ଗଲ ଦିବସ । ଜଙ୍ଗଲର ଉପକାରିତା ଓ ଆବଶ୍ୟକତା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁକୋ କ୍ଲବ ଆନୁକୂଲ୍ୟରେ ପାଳିତ ହୋଇଛି ଦିବସ। ଅଧିକ ପଢନ୍ତୁ...

ପାଳିତ ହୋଇଛି ବିଶ୍ୱ ଜଙ୍ଗଲ ଦିବସ
ପାଳିତ ହୋଇଛି ବିଶ୍ୱ ଜଙ୍ଗଲ ଦିବସ

ନୟାଗଡ: ଆଜି ହେଉଛି ବିଶ୍ୱ ଜଙ୍ଗଲ ଦିବସ । ଜଙ୍ଗଲର ଉପକାରିତା ଓ ଆବଶ୍ୟକତା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁକୋ କ୍ଲବ ଆନୁକୂଲ୍ୟରେ ପାଳିତ ହୋଇଛି ଦିବସ। ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ଏହି ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇଛି ।

ପାଳିତ ହୋଇଛି ବିଶ୍ୱ ଜଙ୍ଗଲ ଦିବସ

ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଶିକ୍ଷୟତ୍ରୀ ତିଲୋତମା ପୃଷ୍ଟି ଓ ପ୍ରତିମା ଦେବୀ ବର୍ତ୍ତମାନର ଆଧୁନିକ ଯୁଗରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ବୁଝାଇଥିଲେ । ପରେ ଜଙ୍ଗଲ ସମ୍ବନ୍ଧରେ ଏକ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଏହି କୁଇଜ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.