ETV Bharat / state

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ରଥ କାଠ - Car festival in Puri

ପ୍ରଥମ ପର୍ଯ୍ୟାୟରେ ପୁରୀ ରଥ ଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଏହି ରଥ କାଠ ଯାଇଛି । ଏଥିରେ 57 ଖଣ୍ଡ ଅସନ ଓ 33 ଖଣ୍ଡ ଧଉର। କାଠ ରହିଛି । 3ଟି ସ୍ବତନ୍ତ୍ର ଟ୍ରକରେ ଏହି କାଠ ପୁରୀ ପଠାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Feb 4, 2019, 2:25 PM IST

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
ନୟାଗଡ: ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ମାସ ବାକି ରହିଲା । ରଥ ନିର୍ମାଣ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଥିପାଇଁ ପ୍ରଥମ ରଥ କାଠ ଆଜି ପୁରୀ ଅଭିମୁଖେ ବାହାରିଯାଇଛି ।
undefined

ପ୍ରଥମ ପର୍ଯ୍ୟାୟରେ ପୁରୀ ରଥ ଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଏହି ରଥ କାଠ ଯାଇଛି । ଏଥିରେ 57 ଖଣ୍ଡ ଅସନ ଓ 33 ଖଣ୍ଡ ଧଉର। କାଠ ରହିଛି । 3ଟି ସ୍ବତନ୍ତ୍ର ଟ୍ରକରେ ଏହି କାଠ ପୁରୀ ପଠାଯାଇଛି ।

ପ୍ରଥମ ରଥ କାଠ ଏଠାରୁ ଯାଉଥିବାରୁ ଦଶପଲ୍ଲା ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମହାବୀର ମନ୍ଦିର ଠାରେ ସ୍ବତନ୍ତ୍ର ପୂଜା କରାଯାଇ ପୁରୀ ପାଇଁ କାଠ ପଠାଯାଇଥିଲା । ଏଥିପାଇଁ ଦଶପଲ୍ଲା ବନଖଣ୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.