ETV Bharat / state

5 କେଜି ସମ୍ବର ମାଂସ ଜବତ, 2 ଗିରଫ

ଡ଼ଙ୍କରାସାହି ବଙ୍କାମୁଣ୍ଡ ସରଂକ୍ଷିତ ଜଙ୍ଗଲରୁ ବନବିଭାଗ ସମ୍ବର ମାଂସ ଜବତ କରିଛି । ମାଂସ ଜବତ ସହ ଶିକାରୀ ବେଣୁଧର ସାମଲ ଓ ଜଙ୍ଗଲରେ ଆଶ୍ରମ କରି ରହୁଥିବା ବାବା କୃଷ୍ଣ ଦାସଙ୍କୁ ଗିରଫ କରିଛି ପୋଲିସ ।

author img

By

Published : Feb 8, 2019, 12:50 PM IST

ଫଟୋ ସୈଜନ୍ୟ-ସମ୍ବାଦଦାତା, ଇଟିଭି ଭାରତ

ନୟାଗଡ଼: ଡ଼ଙ୍କରାସାହି ବଙ୍କାମୁଣ୍ଡ ସରଂକ୍ଷିତ ଜଙ୍ଗଲରୁ ବନବିଭାଗ ସମ୍ବର ମାଂସ ଜବତ କରିଛି । ମାଂସ ଜବତ ସହ ଶିକାରୀ ବେଣୁଧର ସାମଲ ଓ ଜଙ୍ଗଲରେ ଆଶ୍ରମ କରି ରହୁଥିବା ବାବା କୃଷ୍ଣ ଦାସଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣଙ୍କୁ ପ୍ରଥମେ କୋର୍ଟ ଓ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି ।

ଗୁରୁବାର 5 କିଲୋଗ୍ରାମ ସମ୍ବର ମାଂସ ସହ ଶିକାରୀ ବେଣୁଧର ସାମଲଙ୍କୁ ଧରିଥିଲା ଗଣିଆ ବନ ବିଭାଗ । ତେବେ ବନ ବିଭାଗର ଅଧିକ ପଚରାଉଚରା ପରେ ବେଣୁଧର ଜଙ୍ଗଲରେ ଦୀର୍ଘ 10 ବର୍ଷ ହେବ ଆଶ୍ରମ କରି ରହୁଥିବା ବାବା କୃଷ୍ଣ ଦାସ ନାମ ନେଇଥିଲା । ଘଟଣାରେ ବାବାଙ୍କ ନାମ ଆସିବା ପରେ ବନବିଭାଗ ଓ ପୋଲିସ ମିଳିତ ଭାବେ ଆଶ୍ରମ ଉପରେ ଚଢ଼ାଉ କରି 100 ଗ୍ରାମ ବାରୁଦ, ଦେଶୀ ବନ୍ଧୁକ ଓ ଛୁରା ସହ ଅନ୍ୟ ସରଞ୍ଜାମ ଜବତ କରିଥିଲେ ।

ବେଣୁଧର ସାମଲର ଘର ଖଣ୍ଡପଡ଼ା ଥାନା ସେରଜଙ୍ଗ ଗାଁରେ ବୋଲି ଜଣାପଡ଼ିଥିବାବେଳେ ସେ ବିଭିନ୍ନ ସମୟରେ ଜଙ୍ଗଲୀ ମାଂସ ଶିକାର କରିଥାଏ ବୋଲି ସ୍ବୀକାର କରିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.