ETV Bharat / state

ଗଣିଆରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ - nayagada news

ଗଣିଆରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ । ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପ୍ରତ୍ୟାହୃତ ହେଲା ରାସ୍ତାରୋକ । ଅଧିକ ପଢନ୍ତୁ...

Roadblocks in Gania over unannounced power cuts
ଗଣିଆରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ
author img

By

Published : Sep 23, 2020, 10:30 AM IST

ନୟାଗଡ: ଗଣିଆରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ । ଗତ 3 ଦିନ ମଧ୍ୟରେ 30 ଘଣ୍ଟାରୁ ଅଧିକ ସମୟ ଲାଇନ କଟିବା ଯୋଗୁଁ ଅସନ୍ତୋଷ ଦେଖିବାକୁ ମିଳିଛି l ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଶତାଧିକ ଲୋକେ ଅବରୋଧ କରି ପ୍ରତିବାଦ ଜଣାଇଥିଲେ l 1 ଘଣ୍ଟାରୁ ଅଧିକ ସମୟ ରାସ୍ତାରୋକ ହୋଇଥିଲା l ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଥିଲା l

ଗଣିଆରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାସ୍ତାରୋକ

ଗଣିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ l ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ l ଆଗାମୀ ଦିନରେ ପୁଣି ଯଦି ଅଘୋଷିତ ବିଦ୍ୟୁତ କାଟ କରାଯାଏ ତେବେ କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ଚେତାବନୀ ଦିଆଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.