ETV Bharat / state

ପଞ୍ଚାୟତ ଟକ୍କର: ଜାଣନ୍ତୁ ନୟାଗଡର 24 ଜିଲ୍ଲା ପରିଷଦ ଅଧିନ ପଞ୍ଚାୟତ ତାଲିକା

ପଞ୍ଚାୟତ ନିର୍ବାଚନକୁ ନେଇ ନୟାଗଡ଼ରେ ବଢିଲାଣି ରାଜନୈତିକ ଉଷ୍ଣତା l 24 ଜିଲ୍ଲା ପରିଷଦ ଜୋନରେ ମୈଦାନକୁ ଓହ୍ଲାଇଲେଣି ନେତା । ଜାଣନ୍ତୁ 24 ଜିଲ୍ଲା ପରିଷଦ ଅଧିନରେ ଥିବା ପଞ୍ଚାୟତ ତାଲିକା ।

ପଞ୍ଚାୟତ ଟକ୍କର: ଜାଣନ୍ତୁ ନୟାଗଡ 24 ଜିଲ୍ଲା ପରିଷଦ ଅଧୀନ ପଞ୍ଚାୟତ ତାଲିକା

author img

By

Published : Jan 27, 2022, 10:49 AM IST

ନୟଗଡ: ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ପଞ୍ଚାୟତ ନିର୍ବାଚନକୁ ନେଇ ବେଶ୍ ସରଗରମ ହୋଇଛି ନୟାଗଡ଼ ରାଜନୀତି l କ୍ଷମତା ଅକ୍ତିଆର ପାଇଁ ମୈଦାନକୁ ଓହ୍ଲାଇଲେଣି ନେତା । ଗାଁ ଗାଁରେ ବସିଲାଣି ନିର୍ବାଚନୀ ବୈଠକ । ନୟାଗଡ଼ ଜିଲ୍ଲାରେ 24ଟି ଜିଲ୍ଲା ପରିଷଦ ଜୋନ ଥିବାବେଳେ ନୟାଗଡ, ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର ଆଦି ଜିଲ୍ଲାରେ 4ଟି ନିର୍ବାଚନ ମଣ୍ଡଳୀ ରହିଛି l

ପଞ୍ଚାୟତ ଟକ୍କର: ଜାଣନ୍ତୁ ନୟାଗଡର 24 ଜିଲ୍ଲା ପରିଷଦ ଅଧୀନ ପଞ୍ଚାୟତ ତାଲିକା
ଜିଲ୍ଲା ପରିଷଦ ଜୋନ ୱାରୀ ପଞ୍ଚାୟତ ସଂଖ୍ୟାଗୁଡିକ ହେଲା:ଜିଲ୍ଲା ପରିଷଦ ଜୋନ: 1(ଓଡଗାଁ ବ୍ଲକ ) ଏହା ଅଧୀନରେ ରହିଛି 9ଟି ପଞ୍ଚାୟତ l ସେଗୁଡିକ ହେଲା -କୋମଣ୍ଡ, କୁରାଳ, ପାଣ୍ଡେରିପଡା, ପନ୍ତିଖାରି, ରବିଗାଡିଆ, ରଙ୍ଗଣୀପାଟଣା, ସୁନାମୁହିଁ, ରୋହିବାଙ୍କ, ଗିରିଡ଼ିପଲ୍ଲୀଜିଲ୍ଲା ପରିଷଦ ଜୋନ: 2(ଓଡଗାଁ ବ୍ଲକ )ପଞ୍ଚାୟତ ସଂଖ୍ୟା-9ବାଣ୍ଠପୁର, ଗୌଡ଼ପୁଟ, କୋରପିଠା, ନନ୍ଦୀଘୋର, ଶରଧାପୁର, ସାକେରି, ଆରଡା, ରାବେରା, ଭାଡ଼ିକିଳାଜିଲ୍ଲା ପରିଷଦ ଜୋନ: 3(ଓଡଗାଁ ବ୍ଲକ )ପଞ୍ଚାୟତ ସଂଖ୍ୟା-7ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚିରିଡା ମାନପୁର, ଶରଣକୁଳ,ସୋଲପଟା, ଗୋଡିପଲ୍ଲୀଜିଲ୍ଲା ପରିଷଦ ଜୋନ :4(ଓଡଗାଁ ବ୍ଲକ )ପଞ୍ଚାୟତ ସଂଖ୍ୟା-11ବଡଗୋରଡା, ବରସାହି, ଡ଼ିମିଶର, ଗୋଡିପଡା, କଜଳାଇପଲ୍ଲୀ, ପଞ୍ଚୁମ, ଶିଖରପୁର, ଆଙ୍ଗିସିଙ୍ଗି, ଗୋଲଗାଁ, ଭାଲିଆଡିହି, ହରିଡ଼ାବନ୍ଧଜିଲ୍ଲା ପରିଷଦ ଜୋନ:5(ଖଣ୍ଡପଡା ବ୍ଲକ )ପଞ୍ଚାୟତ ସଂଖ୍ୟା-9ଖଳିସାଇ, କିୟାଝର, କୁମ୍ଭାରପଡା, କୋସ୍କା, ରୟତଢୋଲମରା, ସିଙ୍ଗାପଡା, ମର୍ଦରାଜପୁର, ଗୋଡ଼ିଆସାହି, ବଳଭଦ୍ରପ୍ରସାଦ ଜିଲ୍ଲା ପରିଷଦ ଜୋନ: 6(ଖଣ୍ଡପଡା ବ୍ଲକ )ପଞ୍ଚାୟତ ସଂଖ୍ୟା-5ବଡବାଣପୁର, ବେଣାଗାଡ଼ିଆ, କଣ୍ଟିଲୋ, ସିଧାମୂଳା, ବୋଦୋସାଜିଲ୍ଲା ପରିଷଦ ଜୋନ: 7(ଖଣ୍ଡପଡା ବ୍ଲକ )ପଞ୍ଚାୟତ ସଂଖ୍ୟା-8ବନମାଳୀପୁର, ରାଣିଛେଲ୍ଲୀ, ଗୁଣ୍ଠୁଣି, ଜଗନ୍ନାଥପ୍ରସାଦ, ରାଣୀପଡ଼ା, ସାଳଝରିୟା, ଶିଖରପୁର, ଯୋଗୀଆ ପଲ୍ଲୀଜିଲ୍ଲା ପରିଷଦ ଜୋନ: 8(ଗଣିଆ ବ୍ଲକ )ପଞ୍ଚାୟତ ସଂଖ୍ୟା-8ଆଡକଟା, କରଡ଼ାପଡା, କିଶୋରପ୍ରସାଦ, ଗଣିଆ, ଚାମୁଣ୍ଡିଆ, ବଡସିଲିଙ୍ଗା, ବେଲପଡାପାଟଣା, ରାସଙ୍ଗଜିଲ୍ଲା ପରିଷଦ ଜୋନ: 9(ଦଶପଲ୍ଲା ବ୍ଲକ )ପଞ୍ଚାୟତ ସଂଖ୍ୟା-7ଵାଣିଗୋଚ୍ଛା, ଛଡେୟାପଲ୍ଲୀ, କଳସ ଖମାଣ, କୁଜାମେଣ୍ଡୀ, କୁଳୁରୁକୁମ୍ପା, ନୂଆଗାଁ, ଦୁଡାଜିଲ୍ଲା ପରିଷଦ ଜୋନ: 10(ଦଶପଲ୍ଲା ବ୍ଲକ )ପଞ୍ଚାୟତ ସଂଖ୍ୟା-7ସରିଗଣ୍ଡା, ଶିମିଳିସାହି, ତେଣ୍ଡାବାଡ଼ି, ପୋଖରୀଗୋଛା, ଭୋଗବାଡ଼ି, ତୁମାଣ୍ଡି, ଟାକେରାଜିଲ୍ଲା ପରିଷଦ ଜୋନ: 11(ଦଶପଲ୍ଲା ବ୍ଲକ )ପଞ୍ଚାୟତ ସଂଖ୍ୟା-6ଘୁଗୁଡ଼ିପଡା, ଘୋଳହାଣ୍ଡି, ମଧ୍ୟଖଣ୍ଡ, ନଛିପୁର, ଡିହଗାଁ, ଖମାରସାହିଜିଲ୍ଲା ପରିଷଦ ଜୋନ: 12(ନୟାଗଡ ବ୍ଲକ )ପଞ୍ଚାୟତ ସଂଖ୍ୟା-7ବାଲୁଗାଁ, ଚମ୍ପତିପୁର, ଗଦାଧର ପ୍ରସାଦ, କ୍ରିଦାଶପୁର, ନାଟୁଗାଁ, ଲକ୍ଷ୍ମୀପ୍ରସାଦ, ଶରଧାପୁରଜିଲ୍ଲା ପରିଷଦ ଜୋନ: 13(ନୟାଗଡ ବ୍ଲକ )ପଞ୍ଚାୟତ ସଂଖ୍ୟା-10ଭାଟସାହି, ଲେଙ୍କୁଡିପଡା, ଖୁଣ୍ଟୁବନ୍ଧ, ସିନ୍ଦୁରିୟା, ନବଘନପୁର, ନଡ଼ିଆଳି, ଘଡୁଆଳ, ଚଣ୍ଡିବସ୍ତ, ମୁଥାଗାଡ଼ିଆ, ମାଛିପଡ଼ାଜିଲ୍ଲା ପରିଷଦ ଜୋନ: 14(ନୟାଗଡ ବ୍ଲକ )ପଞ୍ଚାୟତ ସଂଖ୍ୟା-5ବାଉଁଶିଆପଡା,ବିରୁଡ଼ା, ଇଟାମାଟି, ବଡପଣ୍ଡୁସର, ଶରଣକୁଳ (ଜହ୍ନିପଦା )ଜିଲ୍ଲା ପରିଷଦ ଜୋନ: 15(ନୟାଗଡ ବ୍ଲକ )ପଞ୍ଚାୟତ ସଂଖ୍ୟା-7ଗମ୍ଭାରିଡ଼ିହି, ଇକିରି, କାଳିକାପ୍ରସାଦ, କେନ୍ଦୁଢିପି, ଜେମାଦେଇପୁର ପାଟଣା, ଲାଠିପଡା, ନୋତରଜିଲ୍ଲା ପରିଷଦ ଜୋନ: 16(ନୂଆଗାଁ ବ୍ଲକ )ପଞ୍ଚାୟତ ସଂଖ୍ୟା-11ବେରୁଆଁ ବାରି, ଜାକେଡ଼ା, କାପ୍ତାପଲ୍ଲୀ, କୋରଡ଼ା, ବାହାଡାଝୋଲା, ସିଙ୍ଗାରପଲ୍ଲୀ, ପାରାଢ଼ିପି, ସ୍ରିକ୍ରୀଡ଼ା, ହରିପୁର, ଗୁମୀ, ସୋରଡ଼ାଜିଲ୍ଲା ପରିଷଦ ଜୋନ: 17(ନୂଆଗାଁ ବ୍ଲକ )ପଞ୍ଚାୟତ ସଂଖ୍ୟା-11ଉଦୟପୁର, ଖଣ୍ଡୁଗାଁ, ଗାତେରି,ଚାହାଳି,ଢ଼େଙ୍କେଣା, ଦୁରୁଦୁରା, ନୂଆଗାଁ, ବଡଗୋଠ, ମହୀପୁର, ମାଇଛେଳି, ମାଳିସାହିଜିଲ୍ଲା ପରିଷଦ ଜୋନ: 18(ଭାପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-9ଧାନଚାଙ୍ଗଡ଼ା, କଇଁଫୁଲିଆ, କରବର, ପଥରଚକଡା, ପଦ୍ମାବତୀ, ଶାସନ, ରାକମା, ବାଉଁଶବାଟି, କେନ୍ଦୁପଲ୍ଲୀଜିଲ୍ଲା ପରିଷଦ ଜୋନ: 19(ଭାପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-6ବିଜିପୁର, ଚକ୍ରଧରପ୍ରସାଦ, ଫତେଗଡ, ଗୋଳାପୋଖରୀ, ଶାଳପଡା, ଭାପୁରଜିଲ୍ଲା ପରିଷଦ ଜୋନ: 20(ଭାପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-5ବଡ଼ସହରା, ବାଇଗୁଣିଆ, ନିମାଣୀ, ଭଗବାନପୁର, ବାଘୁଆପଲ୍ଲୀ,ଜିଲ୍ଲା ପରିଷଦ ଜୋନ: 21(ରଣପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-9ବ୍ରଜରାଜପୁର, ଡମସାହି, ଦପ୍ରନାରାୟଣପୁର, ଗୌରାଙ୍ଗପୁର, ପିମ୍ପଲ, ରଙ୍କଦେଉଳି, ବାଉଁଶଗଡ଼, ଖତିଆ, ବଜ୍ରକୋଟଜିଲ୍ଲା ପରିଷଦ ଜୋନ: 22(ରଣପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-10ବୃନ୍ଦାବନପୁର, ଖଇରପଲ୍ଲୀ, କୁଳାସର, ଲୋଧାଚୁଆ, ନରେନ୍ଦ୍ରପୁର, ରାଜସୁନାଖଳା, ସୁର୍କାବାଡ଼ି, ତାଳକଣି, କାସନ୍ଦା. ଗଡ଼ବାଣିକିଲୋ ଜିଲ୍ଲା ପରିଷଦ ଜୋନ: 23(ରଣପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-9ବଳଭଦ୍ରପୁର, ଚମ୍ପାପେଡି, ଗୋପାଳପୁର, କାଣ୍ଡପଡା, ମଝିଆଖଣ୍ଡ, ମହତପଲ୍ଲା ନରସିଂହପୁର, ହଁସରା, ବାରଙ୍ଗଗାଡ଼ିଆ ଜିଲ୍ଲା ପରିଷଦ ଜୋନ: 24(ରଣପୁର ବ୍ଲକ )ପଞ୍ଚାୟତ ସଂଖ୍ୟା-10ବନ୍ଧମୁଣ୍ଡା, ଚମ୍ପାଗଡ଼, ଚାନ୍ଦପୁର, ଜଙ୍କିଆ, ପଟିଆ, ମୟୁରଝାଲିଆ, ରାଇପଡା, କନ୍ଧନୟାଗଡ,କେରେଣ୍ଡାଟାଙ୍ଗୀ, ଝାଡପଡା

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.