ETV Bharat / state

ନୟାଗଡ଼ ବନଖଣ୍ଡରେ 100 କୋଟିର ଦୁର୍ନୀତି, ତଦନ୍ତ ଦାବିରେ ଧାରଣା - ନୟାଗଡ଼ ଖବର

ନୟାଗଡ଼ ବନଖଣ୍ଡରେ 100 କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଦୀର୍ଘ 11 ଦିନ ଧରି ଧାରଣା ଜାରି ରହିଛି । କାମ୍ପା ଯୋଜନାରେ ଅନିୟମିତତା କରାଯାଇଛି । ଅଧିକ ପଢନ୍ତୁ

ନୟାଗଡ଼ ବନଖଣ୍ଡରେ 100 କୋଟିର ଦୁର୍ନୀତି;ତଦନ୍ତ ଦାବରେ ଧାରଣା

author img

By

Published : Apr 27, 2022, 1:49 PM IST

ନୟାଗଡ଼: ନୟାଗଡ଼ ବନଖଣ୍ଡରେ 100 କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଦୀର୍ଘ 11 ଦିନ ଧରି ଧାରଣା ଜାରି ରହିଛି । କାମ୍ପା ଯୋଜନାରେ ଅନିୟମିତତା କରାଯାଇଛି ।

ନୟାଗଡ଼ ବନଖଣ୍ଡରେ 100 କୋଟିର ଦୁର୍ନୀତି;ତଦନ୍ତ ଦାବରେ ଧାରଣା

ଜନୈକ ରେଞ୍ଜର ବ୍ୟାପକ ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି । ତାଙ୍କର ବଦଳି ଦାବି ସହ ସମ୍ପୃକ୍ତ ରେଞ୍ଜରଙ୍କୁ ଭିଜିଲାନ୍ସ ତଦନ୍ତ ଭୁକ୍ତ କରିବାକୁ ଦାବି ହୋଇଛି l ବିଭିନ୍ନ ସରକାରୀ ଯୋଜନାରେ ବନଖଣ୍ଡରେ ପ୍ରାୟ 100 କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଞ୍ଜିତ ଦାସ l

ନୟାଗଡ଼ ବନଖଣ୍ଡ ଅଧିନ ସଂପଡା, ମହୀପୁର ମେଗା ନର୍ସରୀ ଏବଂ ବଲାଙ୍ଗୀ ବନ୍ଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ସାମାଜିକ କର୍ମୀ ହୁସେନ ଖାଁ ପ୍ରତୀକ ମହାପାତ୍ରଙ୍କ ସମେତ ଏକାଧିକ ସାମାଜିକ କର୍ମୀ ଧାରଣା ଦେଇଛନ୍ତି l ଏପରିକି ନୟାଗଡ଼ କଂଗ୍ରେସ ସଭାପତି ଆଇନଜୀବୀ ରଞ୍ଜିତ ଦାସ ମଧ୍ୟ ଧାରଣାରେ ବସିଛନ୍ତି l ତଥାପି କୌଣସି ସରକାରୀ ଅଧିକାରୀ ଧାରଣାସ୍ଥଳରକୁ ଆସିନାହାନ୍ତି l ଆନ୍ଦୋଳନକୁ ତୀବ୍ର କରିବା ସହ ଭୁବନେଶ୍ବର ଭିଜିଲାନ୍ସ ଅଫିସ ଆଗରେ ଧାରଣା ଦିଆଯିବ ଆନ୍ଦୋଳନକାରୀ ମାନେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.