ETV Bharat / state

କୋଭିଡ କେୟାର ସେଣ୍ଟରରେ ଅବ୍ୟବସ୍ଥା, ଅଭିଯୋଗ ଆଣିଲେ ଆକ୍ରାନ୍ତ - କୋଭିଡ କେୟାର ସେଣ୍ଟର ନ୍ୟୁଜ

କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ପିଇବା ପାଇଁ ଓ ନିତ୍ୟକର୍ମ କରିବା ପାଇଁ ନାହିଁ ସୁବିଧା । ଅଭିଯୋଗ ଆଣିଲେ କୋରୋନା ରୋଗୀ । ଅଧିକ ପଢନ୍ତୁ...

କୋଭିଡ କେୟାର ସେଣ୍ଟରରେ ରୋଗୀ ଅଭିଯୋଗ
କୋଭିଡ କେୟାର ସେଣ୍ଟରରେ ରୋଗୀ ଅଭିଯୋଗ
author img

By

Published : May 7, 2021, 2:00 PM IST

ନୟାଗଡ଼: କୋଭିଡ କେୟାର ସେଣ୍ଟରରେ ପୁଣି ସାମ୍ନାକୁ ଆସିଲା ଅବ୍ୟବସ୍ଥାର ଚିତ୍ର l ନୟାଗଡ଼ ଚାନ୍ଦପୁର ସ୍ଥିତ ବସନ୍ତମଞ୍ଜରୀ କୋଭିଡ କେୟାର ସେଣ୍ଟରରେ ରୋଗୀଙ୍କୁ ପିଇବା ପାଇଁ ଓ ନିତ୍ୟକର୍ମ କରିବା ପାଇଁ ପାଣି ମିଳୁନଥିବା ଅଭିଯୋଗ ଆଣିଲେ ଚିକତ୍ସାଧୀନ ରୋଗୀ l

କୋଭିଡ କେୟାର ସେଣ୍ଟରରେ ରୋଗୀ ଅଭିଯୋଗ

ଅନ୍ୟପକ୍ଷେ ରୋଗୀଙ୍କୁ ଖାଇବା ପାଇଁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଅନ୍ୟାନ୍ୟ ଅବ୍ୟବସ୍ଥା ନେଇ ସୋସିଆଲ ମିଡିଆରେ ଅଭିଯୋଗ ଆଣିଲେ ଆକ୍ରାନ୍ତ l ତେବେ ଏହି କୋଭିଡ ସେଣ୍ଟରର ଦାୟତ୍ବ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଦିଆଯାଇଥିବା ବେଳେ ରୋଗୀଙ୍କ ଚିକତ୍ସା ପାଇଁ ଲକ୍ଷାଧିକ ଟଙ୍କା ନେଉଥିବା ଘରୋଇ ହସ୍ପିଟାଲ ରୋଗୀଙ୍କୁ ସଠିକ ଭାବେ ସୁବିଧା ସୁଯୋଗ ଦେଉନାହିଁ ।

ଯାହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ଏନେଇ ଉଚ୍ଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି ଅଭିଯୋଗକାରୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.