ETV Bharat / state

ପରୀ ହତ୍ୟା ମାମଲା; SIT ତଦନ୍ତରେ ଅସନ୍ତୁଷ୍ଟ NCPCR, କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ପରାମର୍ଶ - NCPCR dissatisfied with SIT investigation

Pari murder case; NCPCR dissatisfied with SIT investigation, recommended central body to investigate
ପରୀ ହତ୍ୟା ମାମଲା; SIT ତଦନ୍ତରେ ଅସନ୍ତୁଷ୍ଟ NCPCR, କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ସୁପାରିଶ
author img

By

Published : Dec 19, 2020, 3:28 PM IST

Updated : Dec 19, 2020, 5:12 PM IST

  • ଓଡିଶା ସରକାରଙ୍କ ଦ୍ଵାରା #parimurdercase କୁ ନେଇ ହୋଇଥିବା ଭୁଲ ତଦନ୍ତ ବିରୁଦ୍ଧରେ ୩୦ ନଭେମ୍ବର ୨୦୨୦ କରାଯାଇଥିବା ମୋର ଅଭିଯୋଗ ସମ୍ବନ୍ଧରେ @NCPCR_ ରୁ ଏକ ଚିଠି ପାଇଲି। ଅନୁସନ୍ଧାନରେ ତ୍ରୁଟି ଥିବାର NCPCR ଜାଣିବାକୁ ପାଇଛି ଏବଂ ସଠିକ୍ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ପରାମର୍ଶ ଦେଇଛି। pic.twitter.com/QQ5HJmlZc1

    — Sambit Patra (@sambitswaraj) December 19, 2020 " class="align-text-top noRightClick twitterSection" data=" ">

15:20 December 19

ପରୀ ହତ୍ୟା ମାମଲା; SIT ତଦନ୍ତରେ ଅସନ୍ତୁଷ୍ଟ NCPCR, କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ପାଇଁ ପରାମର୍ଶ

ଭୁବନେଶ୍ବର: ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ SIT ତଦନ୍ତ କରୁଥିଲା । କିନ୍ତୁ ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇ NCPCR ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସୁପାରିଶ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କୁ NCPCR ଏହି ମାମଲାର ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ସୁପାରିଶ କରିବାକୁ ପରାମର୍ଶ ଦେଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।  

ତେବେ ପୂର୍ବରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଥିଲା । ଅଭିଯୋଗ ଆଣିଥିଲେ ଯଦୁପୁର ଗ୍ରାମର ସରୋଜ ସେଠୀ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସେ କହିଥିଲେ । ସେ ନିର୍ଦ୍ଦୋଷ ଏବଂ କିଛି ଜାଣିନାହାନ୍ତି ବୋଲି କହିବା ସହିତ ତାଙ୍କ ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସରୋଜ ସେଠୀ କହିଥିଲେ । 

ତେବେ ଶନିବାର SIT ସରୋଜ ସେଠୀ ଓ ତାଙ୍କ ପରିବାରର ଦୁଇ ଜଣଙ୍କୁ ଉଠାଇ ନେଇଛି ।  ଏପଟେ ଏସଆଇଟି ତଦନ୍ତରେ ସେପରି ବିଶେଷ ଅଗ୍ରଗତି ହୋଇନଥିବା ଦର୍ଶାଇ ପୂର୍ବରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.