ETV Bharat / state

ପରୀକୁ ନ୍ୟାୟ ଦାବି: 18 ଦିନରେ ପହଁଚିଲା ବିଜେପିର ଗଣଧାରଣା

author img

By

Published : Dec 23, 2020, 9:51 AM IST

ନୟାଗଡ ନାବାଳିକାକୁ ନ୍ୟାୟ ଦାବିରେ 18 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା । ଏହି ଗଣଧାରଣାରେ ବିଜେପିର ରାଜ୍ୟ ସ୍ତରୀୟ ବହୁ ନେତା ସାମିଲ ହୋଇଥିବା ବେଳେ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରୀ ରହିବ ବୋଲି ବିଜେପି କହିଛି l ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ଦାବି: 18 ଦିନରେ ପହଁଚିଲା ବିଜେପିର ଗଣଧାରଣା
ପରୀକୁ ନ୍ୟାୟ ଦାବି: 18 ଦିନରେ ପହଁଚିଲା ବିଜେପିର ଗଣଧାରଣା

ନୟାଗଡ଼:ନୟାଗଡ ନାବାଳିକାକୁ ନ୍ୟାୟ ଦାବିରେ 18 ଦିନରେ ପହଞ୍ଚିଲା ଗଣଧାରଣା । ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳିକାଙ୍କ ବାପା ମା ଙ୍କୁ ନେଇ ଗଣଧାରଣାରେ ବସିଥିଲେ ବିଜେପି କର୍ମୀମାନେ ।

ଏହି ଗଣଧାରଣାରେ ବିଜେପିର ରାଜ୍ୟ ସ୍ତରୀୟ ବହୁ ନେତା ସାମିଲ ହୋଇଛନ୍ତି l ଏନେଇ ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହି ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଦୋହରାଇଥିଲେ l ତେବେ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରୀ ରହିବ ବୋଲି ବିଜେପି କହିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.