ETV Bharat / state

Nayagarh Accident; ପରିବା ଆଣିବାକୁ ଯାଇଥିଲେ ପିଟି ଦେଲା ଟ୍ରକ, ଚାଲିଗଲା ଜୀବନ

author img

By

Published : Nov 28, 2021, 3:17 PM IST

ନୟାଗଡ଼ NAC ହାଇସ୍କୁଲ ନିକଟରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଡ୍ରାଇଭର ଥାନାରେ ଅଟକ । ଅଧିକ ପଢନ୍ତୁ

ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ନୟାଗଡ: ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ନୟାଗଡ଼ ସହର (Accident In Nayagarh) NAC ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜଗନ୍ନାଥ ମନ୍ଦିର ସାହିର ସଂସାରି ମହାରଣା ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ପରିବା କିଣିବା ପାଇଁ ସଂସାରି ନିଜ ସ୍କୁଟି ଯୋଗେ ମାର୍କେଟକୁ ଯିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.