ETV Bharat / state

ଖୋଲିଲା ବୃଦ୍ଧାଶ୍ରମ, ଦୂର ହେଲା ଅବହେଳିତ ବୃଦ୍ଧଙ୍କ ଦୁଃଖ

ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ଲାଗି ଖୋଲିଲା ବୃଦ୍ଧାଶ୍ରମ । ଦୂର ହେଲା ଅବହେଳିତ ବୃଦ୍ଧଙ୍କ ଦୁଃଖ । ବୃଦ୍ଧାଶ୍ରମର ନାମ ରଖାଯାଇଛି 'ସମର୍ପଣ' । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବଡ ବଡ ନେତାଙ୍କ ସମେତ ବିଧାୟକ ଓ ଜିଲ୍ଲାପାଳ ।

author img

By

Published : Feb 24, 2019, 2:56 PM IST

ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ନୟାଗଡ଼: ଏଥର ବୃଦ୍ଧଙ୍କୁ ମିଳବ ସାହାରା । କାରଣ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ଲାଗି ଖୋଲିଲା ବୃଦ୍ଧାଶ୍ରମ । ଯାହାର ନାମ ରଖାଯାଇଛି 'ସମର୍ପଣ' । 100 ଶଯ୍ୟା ବିଶିଷ୍ଟ ଏହି ବୃଦ୍ଧାଶ୍ରମରେ ସବୁ ପ୍ରକାର ସୁବିଧା ସୁଯୋଗ ରହିଛି । ଏଠାରେ ଘର ଭଳି ସମସ୍ତ ସୁବଧା ଉପଲବ୍ଧ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ବୃଦ୍ଧାଶ୍ରମ ଖୋଲିବାର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣକୁମାର ସହୁ, ଜିଲ୍ଲାପାଳ ଏନ. ତିରୁମଲା ନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ର ବଦାନ୍ୟ ବ୍ୟକ୍ତିଙ୍କ ଦାନ ରାଶିକୁ ପୁଞ୍ଜି କରି ପ୍ରଥମେ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ସରକାରୀ ପାଣ୍ଠି ପହଞ୍ଚିଥିଲା ।

ସମାଜରେ ପ୍ରତିଦିନ ବୃଦ୍ଧ ବାପା-ମାଆମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଘରେ ଦୁଇଓଳା ଖାଇବାକୁ ପାଇ ପାରୁନାହାଁନ୍ତି । ତେଣୁ ସବୁ ଅସୁବିଧାକୁ ସମ୍ମୁଖିନ କରି ବୃଦ୍ଧାଶ୍ରମ ଖୋଲାଯାଇଛି ବୋଲି ବୁଦ୍ଧିଜୀବୀମାନେ ସେମାନଙ୍କର ମତ ପ୍ରକାଶ କରିଛନ୍ତି । ଏହି ସମର୍ପଣ ଆଶ୍ରମରେ ସମସ୍ତ ସରକାରୀ ସୁବିଧା ସୁଯୋଗ ରହିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ନ୍ୟୁଜ

Bite ଏନ ତିରୁମଲା ନାୟକ, ଜିଲାପାଳ ନୟାଗଡ଼,,

Bite ଅରୁଣ କୁମାର ସାହୁ,, ବିଧାୟକ, ନୟାଗଡ଼,,

Bite ଦାମୋଦର ଦାସ,,,, ସମାଜସେବୀ,,,

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.