ETV Bharat / state

ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର

author img

By

Published : Apr 2, 2021, 3:00 PM IST

ପୁଣି ପଥର ମାଫିଆଙ୍କ ଆତଙ୍କ । ନୟାଗଡ଼ ଓଡ଼ଗାଁ ଥାନା ଗିରିଡ଼ିପଲ୍ଲୀ ଅଞ୍ଚଳରେ ପଥର ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ । ଅଧିକ ପଢନ୍ତୁ...

ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର
ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର

ନୟାଗଡ଼: ପୁଣି ପଥର ମାଫିଆଙ୍କ ଆତଙ୍କ । ନୟାଗଡ଼ ଓଡ଼ଗାଁ ଥାନା ଗିରିଡ଼ିପଲ୍ଲୀ ଅଞ୍ଚଳରେ ପଥର ମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ । ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଂ ଓ ଖଣି ଲୁଟ ନେଇ ତହସିଲଦାରଙ୍କୁ ସୂଚନା ଦେବାରୁ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗିରିଡ଼ିପଲ୍ଲୀ ଗାଁର କବିଚନ୍ଦ୍ର ନାୟକଙ୍କୁ ସେହି ଗାଁର କିଛି ପଥର ମାଫିଆ ମାରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି ।

ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର

ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ନୟାଗଡ଼ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷେ ଏ ନେଇ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଙ୍କ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା ବେଳେ ସମସ୍ତ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ରହିଥିବା ସୂଚନା ମିଳିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.