ETV Bharat / state

ବାଇକ ଧକ୍କାରେ ବୃଦ୍ଧ ମୃତ - accident

ଜିଲ୍ଲାରେ ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ। ମୃତକ ଜଣଙ୍କ ହେଉଛନ୍ତି ଅର୍ଜୁନ ସେଠି(60) । ନିଜ ଘରୁ ବାହାରି ବଜାରକୁ ଯାଉଥିବା ସମୟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Mar 26, 2019, 3:04 AM IST

Updated : Mar 26, 2019, 8:33 AM IST

ନୟାଗଡ: ଜିଲ୍ଲାରେ ଅଜଣା ବାଇକ ଧକ୍କାରେ ବୃଦ୍ଧ ମୃତ। ମୃତକ ଜଣଙ୍କ ହେଉଛନ୍ତି ଅର୍ଜୁନ ସେଠି(60)। ନିଜ ଘରୁ ବାହାରି ବଜାରକୁ ଯାଉଥିବା ସମୟରେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା।

ତେବେ ସେ ନିଜ ଘରୁ ବାହାରି ବଜାରକୁ କାମ ପାଇଁ ଯାଉଥିବା ସମୟରେ ଏକ ଅଜଣା ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ପରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ପ୍ରଥମେ ନୟାଗଡ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷାଣ। କରିଥିଲେ।

ମୃତ ଘୋଷଣା ପରେ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଅର୍ଜୁନଙ୍କ ମୃତ ଶରୀରରକୁ ଜାତୀୟ ରାଜପଥ 57 ଉପରେ ରଖି ଦୁଇଘଣ୍ଟା ଧରିଧାରଣାରେ ବସିଥିଲେ। ଏହାପରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅଧିକାରୀ ସେଠାକୁ ଆସିନଥିଲେ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

RESTRICTION SUMMARY: AP CLIENTS ONLY
SHOTLIST:
ASSOCIATED PRESS - AP CLIENTS ONLY
Gaza City - 25 March 2019
++NIGHT SHOTS++
1. Explosion lighting up sky in Gaza City
2. Various of emergency service vehicles in streets AUDIO: sirens
STORYLINE:
An Israeli airstrike has destroyed a multi-story building in Gaza City that housed a Hamas-affiliated insurance company.
  
The Israeli military issued a statement on Monday saying the building was "a secret headquarters of the Hamas terror organization" that was used by the Islamic militant group's intelligence agencies.
  
The powerful explosion scattered debris over a large area of the city.
Prior to the main airstrike, aircraft dropped two smaller missiles on the roof of the building as a warning.
  
Israeli Prime Minister Benjamin Netanyahu said his country is responding "forcefully" after a rocket fired from Gaza struck a home in central Israel early Monday, wounding seven people.
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
Last Updated : Mar 26, 2019, 8:33 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.