ETV Bharat / state

Panchayat Polls: ନୟାଗଡ଼ରେ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

author img

By

Published : Jan 22, 2022, 12:15 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ମୋଟ 7239 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଅଧିକ ପଢ଼ନ୍ତୁ

nomination has complete for panchayat polls in nayagarh
panchayat polls: ନୟାଗଡ଼ରେ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼ ଜିଲ୍ଲାର ମୋଟ 7239 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।

ନୟାଗଡ଼ ଜିଲ୍ଲାରେ ନାମାଙ୍କନ ଦାଖଲର ଶେଷ ଦିନରେ 73 ଜଣ ଜିଲ୍ଲା ପରିଷଦ ପଦବୀ ପାଇଁ ଫର୍ମ ପୂରଣ କରିଛନ୍ତି। ସେହିପରି 391 ଜଣ ପଞ୍ଚାୟତ ସମିତି ସଭ୍ୟ,447 ଜଣ ସରପଞ୍ଚ ଏବଂ 2188 ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ମୋଟ ଜିଲ୍ଲା ପରିଷଦ ପାଇଁ 107 ଜଣ, ସମିତି ସଭ୍ୟ ଆସନ ପାଇଁ 790 ଜଣ, ସରପଞ୍ଚ ଆସନ ପାଇଁ 929 ଜଣ ଏବଂ ୱାର୍ଡ ସଭ୍ୟ ପାଇଁ 5413 ଜଣ ପ୍ରାର୍ଥୀ ଫର୍ମ ଦାଖଲ କରିଛନ୍ତି l

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ଦାଖଲ ଶେଷ ହୋଇଯାଇ ଥିବାବେଳେ ଏଣିକି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖାଦେବ। ଏନେଇ ଗାଁ ରାଜନୀତି ସରଗରମ ହେବାରେ ଲାଗିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.