ETV Bharat / state

ଜଙ୍ଗଲରେ ନିଆଁ ପ୍ରାକୃତିକ ନୁହେଁ, ମନୁଷ୍ୟକୃତ: ନୟାଗଡ ଡିଏଫଓ - Nayagarh DFO Reaction

ଜଙ୍ଗଲରେ ଲାଗିଥିବା ନିଆଁ ପ୍ରାକୃତିକ ନୁହେଁ ମନୁଷ୍ୟକୃତ ବୋଲି କହିଛନ୍ତି ନୟାଗଡ ଡିଏଫଓ । ଅଧିକ ପଢନ୍ତୁ...

ନୟାଗଡ ଡିଏଫଓ
ନୟାଗଡ ଡିଏଫଓ
author img

By

Published : Mar 9, 2021, 9:43 AM IST

ନୟାଗଡ: ଜଙ୍ଗଲରେ ନିଆଁ ପ୍ରାକୃତିକ ନୁହେଁ ବରଂ ମନୁଷ୍ୟକୃତ । ଜଙ୍ଗଲରେ ନିଆଁ ଲଗାଉଥିବା ଏବଂ ପୋଡୁ ଚାଷ କରୁଥିବା ବ୍ୟକ୍ତି ମାନେ ଜଙ୍ଗଲର କ୍ଷତି କରୁଥିବା ବେଳେ ନିରୀହ ଜୀବଜନ୍ତୁଙ୍କ ଜୀବନ ହାନୀ ଘଟାଉଛନ୍ତି ବୋଲି କହିଛନ୍ତି ନୟାଗଡ ଡିଏଫଓ ।

ନୟାଗଡ ଡିଏଫଓ

ଆଜି ନୟାଗଡ ଡିଆରଡିଏ ସୃଜନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ନୟାଗଡ ବନ ବିଭାଗ ଏଭଳି ସୂଚନା ଦେଇଛି । ଅପରପକ୍ଷେ ବନ ବିଭାଗ ପକ୍ଷରୁ ଏନେଇ ସଚେତନତା ପାଇଁ ଏକ ରଥ ବିଭିନ୍ନ ଗାଁ ବୁଲି ଲୋକମାନଙ୍କୁ ସଚେତନତା କରୁଛି । ବିଧାୟକ, ସରପଞ୍ଚ, ତଥା ପଞ୍ଚାୟତ ଅଧିକାରୀ ମାନଙ୍କୁ ନିଆଁ ଦାଉରୁ ଜଙ୍ଗଲ ରକ୍ଷା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.