ETV Bharat / state

Municipal Poll: ରଣପୁରରେ ପଡିବ ଭୋଟ - ପୌର ନିର୍ବାଚନ ୨୦୨୨

ନୟାଗଡ଼ ଜିଲ୍ଲାର ଏକ ଚର୍ଚ୍ଚିତ ଏନଏସି ହେଉଛି ରଣପୁର ଏନଏସି l ଆସନ୍ତାକାଲି(ଗୁରୁବାର) ଏଠାରେ ଭୋଟ ଗ୍ରହଣ ହେବ l ଅଧିକ ପଢନ୍ତୁ

Municipal Poll: କାଲି ରଣପୁରରେ ହେବ ଭୋଟ
Municipal Poll: କାଲି ରଣପୁରରେ ହେବ ଭୋଟ
author img

By

Published : Mar 23, 2022, 9:59 PM IST

ନୟାଗଡ଼ : ଜିଲ୍ଲାର ଏକ ଚର୍ଚ୍ଚିତ ଏନଏସି ହେଉଛି ରଣପୁର ଏନଏସି l ଆସନ୍ତାକାଲି (ଗୁରୁବାର) ଏଠାରେ ଭୋଟ ଗ୍ରହଣ ହେବ l ସହରାଞ୍ଚଳରେ ନେତ୍ରୀ ଏବଂ ନେତାଙ୍କୁ ବାଛିବେ ଭୋଟର l ଏହି ଏନଏସି ସମ୍ପର୍କରେ ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।

Municipal Poll: କାଲି ରଣପୁରରେ ହେବ ଭୋଟ
ସମୁଦାୟ ୱାର୍ଡ ସଂଖ୍ୟା –15ସମୁଦାୟ ଜନସଂଖ୍ୟା -17683ସମୁଦାୟ ଭୋଟର – 12660ମହିଳା ଭୋଟର –5077ପୁରୁଷ ଭୋଟର –7583ଅନ୍ୟାନ –00ସମୁଦାୟ କାଉନସିଲର ପ୍ରାର୍ଥୀ –54ସମୁଦାୟ ପୌରାଧ୍ୟକ୍ଷ ପ୍ରାର୍ଥୀ –04ନିମ୍ନରେ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁ ଓ ଦଳ ନାମ

୧ -ରଙ୍ଗୀନ ମହାନ୍ତି ,ବିଜୁ ଜନତା ଦଳ
୨-ସୁପ୍ରିୟା ମହାପାତ୍ର ,ଭାରତୀୟ ଜନତା ପାର୍ଟି
୩- ସୁଚିତ୍ରା ମତ୍ତା, କଂଗ୍ରେସ
୪-ମଧୁସ୍ମିତା ପହରାଜ, ସ୍ୱାଧୀନ ଅଧକ୍ଷା ପାର୍ଥୀ (ନିଶୁଣି ଚିହ୍ନ )

ଗତ ନିର୍ବାଚନର ପରିଣାମ –

ମୋଟ ୱାର୍ଡ -15ଟି
*ଗତ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ଆସନ ସଂଖ୍ୟା - 13
*ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ଆସନ ସଂଖ୍ୟା -00
*ଗତ ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିବା ଆସନ ସଂଖ୍ୟା - 01
*ଗତ ନିର୍ବାଚନରେ ଅନ୍ୟାନ୍ୟ ବିଜୟୀ ହୋଇଥିବା ଆସନ ସଂଖ୍ୟା -01
*ଗତଥରର ପୌରାଧ୍ୟକ୍ଷଙ୍କ ନାମ ଓ ଦଳ - ସବିତା ଦାଶ ଓ ବିଜେଡି

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.