ETV Bharat / state

Municipal Election: ଦଶପଲ୍ଲା ଏନଏସି ନିର୍ବାଚନରେ ବାଜି ମାରିପାରେ ବିଜେଡ଼ି - ପୌର ନିର୍ବାଚନ 2022

ପୌର ନିର୍ବାଚନକୁ ନେଇ ଜୋର ଧରିଛି ରଜନୀତି l ଦଶପଲ୍ଲା ଏନଏସିରେ ମଧ୍ୟ ରାଜନୈତିକ ମାହୋଲ ସରଗରମ ରହିଛି l ଅଧିକ ପଢନ୍ତୁ

Municipal Election :ଦଶପଲ୍ଲା ଏନଏସି ନିର୍ବାଚନରେ ବାଜିମାରିପାରେ ବିଜେଡ଼ି

author img

By

Published : Mar 10, 2022, 9:17 PM IST

ନୟାଗଡ଼ : ପୌର ନିର୍ବାଚନକୁ ନେଇ ଜୋର ଧରିଛି ରଜନୀତି l ଦଶପଲ୍ଲା ଏନଏସିରେ ମଧ୍ୟ ରାଜନୈତିକ ମାହୋଲ ସରଗରମ ରହିଛି l ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଶପଲ୍ଲା ବ୍ଲକରେ ବେଶ ସଫଳତା ହାସଲ କରିଛି l

Municipal Election :ଦଶପଲ୍ଲା ଏନଏସି ନିର୍ବାଚନରେ ବାଜିମାରିପାରେ ବିଜେଡ଼ି

ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଆସନକୁ ବିଜେଡ଼ି ଅକ୍ତିଆର କରିନେଇଛି l ଏହି ସଫଳତା ପରେ ଏବେ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପଦବୀକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି ବିଜେଡ଼ି l ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ନେତୃତ୍ୱରେ ପୁଣି ଏନଏସି ନିର୍ବାଚନ ବାଜି ମାରିବା ନେଇ ରଣନୀତି ପ୍ରସ୍ତୁତି ସରିଛି l

ଏବେ ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥନୀ ରୀନା ବେହେରା ଭୋଟରଙ୍କୁ ମନେଇବାକୁ ଉଦ୍ୟମ ଜାରି ରଖିଛନ୍ତି l ଡୋର ଟୁ ଡୋର ବୁଲି ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି l ତେଣୁ ସବୁ ଦିଗକୁ ଦେଖିଲେ କୁହାଯାଇପାରେ ଯେ ବିଜେଡ଼ି ଦଶପଲ୍ଲା ଏନଏସି 16 କାଉନସିଲର ଏବଂ ଅଧ୍ୟକ୍ଷା ପଦ ପୋଛି ନେଇପାରେ । 16 ଟି କାଉନସିଲର ପାଇଁ 54 ଜଣ ପ୍ରାର୍ଥୀ ଥିବାବେଳେ ଅଧ୍ୟକ୍ଷା ପଦ ପାଇଁ 3 ଜଣ ପ୍ରାର୍ଥୀନୀ ରହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.