ନୟାଗଡ: ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି । ଆଖିରେ ନ ଦେଖିଲେ ଯେ କେହିବି ବିଶ୍ବାସ କରିବେନି । କାରଣ ଏ ଫାଣ୍ଡି ତା'ର ରୂପ ବଦଳାଇ ପାର୍କରେ ପରିଣତ ହୋଇଛି । ଯେଉଁଠି ଭ୍ରମିତ ହେଉଛି ମନ ଆଉ ଲାଖିଯାଉଛି ଆଖି । କେତେବେଳେ ମନ୍ଦାର, ଟଗର, ଗୋଲାପ ଆଦି ରଙ୍ଗ ବେରଙ୍ଗର ଫୁଲ ମନକୁ ମୋହିତ କରୁଛି ତ ପୁଣି କେତେବେଳେ ପାଚେରୀରେ ପୁରାତନ ସଂସ୍କୃତି ଝୋଟିର ଝଲକ ସାଙ୍ଗକୁ କାନ୍ଥରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଚିତ୍ର ଲୋକଙ୍କ ମନରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ଚେତନା । ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡିର । ବ୍ରିଟିଶ ଅମଳରେ ସ୍ଥାପନ ହୋଇଥିଲା ଏହି ଫାଣ୍ଡି ।
ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି, ଥାନା ମାନ୍ୟତା ପାଇଁ ଦାବି - ଥାନା ପାଇଁ ଦାବି
ପାର୍କର ଭ୍ରମ ସୃଷ୍ଟି କରୁଛି ଫାଣ୍ଡି । ଆଖିରେ ନ ଦେଖିଲେ ଯେ କେହିବି ବିଶ୍ବାସ କରିବେନି । କାରଣ ଏ ଫାଣ୍ଡି ତା'ର ରୂପ ବଦଳାଇ ପାର୍କରେ ପରିଣତ ହୋଇଛି । ଯେଉଁଠି ଭ୍ରମିତ ହେଉଛି ମନ ଆଉ ଲାଖିଯାଉଛି ଆଖି । ଅଧିକ ପଢନ୍ତୁ...