ETV Bharat / state

4 ଲକ୍ଷ ଟଙ୍କାରେ ଚାଲିଥିଲା ବାଘ ଛାଲ ଡିଲ, କାବୁକଲା STF

ବାଘଛାଲ ବେପାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ...

ବାଘ ଛାଲ ଜବତ
ବାଘ ଛାଲ ଜବତ
author img

By

Published : Apr 2, 2021, 10:03 AM IST

Updated : Apr 2, 2021, 10:45 PM IST

ନୟାଗଡ/ଭୁବନେଶ୍ବର: ଜିଲ୍ଲାରେ ପୁଣି ବାଘ ଛାଲ ଜବତ । ବାଘ ଛାଲ ବେପାର ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ବାଘ ଛାଲ କାରବାରରେ ନୟାଗଡର 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

4 ଲକ୍ଷ ଟଙ୍କାରେ ଚାଲିଥିଲା ବାଘ ଛାଲ ଡିଲ, କାବୁକଲା ଏସଟିଏଫ

ସୂଚନା ଅନୁଯାୟୀ ଖୋର୍ଦ୍ଧା ବୋଲଗଡ ଏସଟିଏଫ ଟିମ୍ ଚଢାଉ କରି ଗୋଟିଏ ବାଘଛାଲ ଜବତ କରିବା ସହ ସମେତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ବୟ ନୟାଗଡର ସୁଧିର କୁମାର ବେହେରା ଓ ସୁବାଶ ବେହେରା ବୋଲି ଜଣାପଡିଛି । ବାଘଛାଲ ବିକ୍ରି କରିବା ପାଇଁ ଦୁଇଜଣ ଡିଲ କରୁ ଥିବାବେଳେ ଖବର ପାଇ ଚଢାଉ କରିଥିଲା ଏସଟିଏଫ ଟିମ । ତେବେ ବାଘଛାଲ ପାଇଁ 4 ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଜଣାପଡିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା/ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 2, 2021, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.