ETV Bharat / state

ଅନ୍ତଃରାଜ୍ୟ ସ୍ତରୀୟ ଭଲି ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିଆନ - nayagarh news

ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଅଧୀନ ବାମଡା ଗ୍ରାମରେ ଆୟୋଜିତ ହୋଇଯାଇଛି ଅନ୍ତଃରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ...

ଅନ୍ତଃରାଜ୍ୟ ସ୍ତରୀୟ ଭଲି ଟୁର୍ଣ୍ଣାମେଣ୍ଟ, ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିୟାନ

author img

By

Published : Feb 10, 2021, 10:07 AM IST

ନୟାଗଡ: ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ପଞ୍ଚାୟତ ଅଧୀନ ବାମଡା ଗ୍ରାମରେ ଆୟୋଜିତ ହୋଇଯାଇଛି ଅନ୍ତଃରାଜ୍ୟ ଭଲିବଲ ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିୟାନ ହୋଇଛି।

ଏହି ଟୁର୍ଣ୍ଣାମେଣ୍ଟରେ 8ଟି ରାଜ୍ୟ ଅଶଂଗ୍ରହଣ କରିଥିଲେ। ମଙ୍ଗଳବାର ଅପରାହ୍ନରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମ୍ୟାଚ । ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲ ମ୍ୟାଚରେ ଭଲ ପ୍ରର୍ଦଶନ କରି ମ୍ୟାଚକୁ ହାତେଇଛି । ମ୍ୟାଚରେ ଭୁବନେଶ୍ବର ପ୍ରଥମ ହୋଇଥିବା ବେଳ ଭାଇଜାଗ ରେଲୱେ ଦ୍ବିତୀୟ ସ୍ଥାନ ହାସଲ କରିଛି । ଚମ୍ପିୟାନ ଭୁବନେଶ୍ବର ଦଳକୁ ଆର୍ଥିକ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ଅନ୍ତଃରାଜ୍ୟ ସ୍ତରୀୟ ଭଲି ଟୁର୍ନାମେଣ୍ଟ, ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ଚମ୍ପିୟାନ

ମ୍ୟାଚକୁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଉଦଘାଟନ କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଏବଂ ୟୁନିକ କ୍ଳବ ବାମଡା ଯୁବନେତା ଲିଙ୍ଗରାଜ ନାୟକ ଓ ବ୍ରଜରାଜପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.