ETV Bharat / state

ନୟାଗଡ଼ରେ ଅଣାୟତ୍ତ ଜଙ୍ଗଲ ନିଆଁ, ଜଳୁଛି ରୁକ୍ଷୀ ପାହାଡ଼

author img

By

Published : Mar 18, 2021, 10:55 PM IST

ନୟାଗଡ଼ ସହର ମଧ୍ୟରେ ରହିଥିବା ରୁକ୍ଷୀ ପାହାଡ଼ରେ ନିଆଁ ଲାଗିଛି । ଅଧିକ ପଢନ୍ତୁ...

ନୟାଗଡ଼ରେ ଅଣାୟତ୍ତ ଜଙ୍ଗଲ ନିଆଁ, ଜଳୁଛି ରୁକ୍ଷୀ ପାହାଡ଼
ନୟାଗଡ଼ରେ ଅଣାୟତ୍ତ ଜଙ୍ଗଲ ନିଆଁ, ଜଳୁଛି ରୁକ୍ଷୀ ପାହାଡ଼

ନୟାଗଡ଼: ନୟାଗଡ଼ ସହର ମଧ୍ୟରେ ରହିଥିବା ରୁକ୍ଷୀ ପାହାଡ଼ରେ ନିଆଁ ଲାଗିଛି l ନୟାଗଡ଼ ବନ ବିଭାଗ ଖବର ପାଇବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି । କେହି ଅସାମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି l

ନୟାଗଡ଼ରେ ପ୍ରାୟ ଶତାଧିକ ଜଙ୍ଗଲରେ ନିଆଁ ଲାଗିଛି l ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା କରୁଥିବାବେଳେ ଆଜି ପୁଣି ରୁକ୍ଷୀ ପାହାଡ଼ରେ ନିଆଁ ଲାଗିଛି l ଜଙ୍ଗଲରେ ଲାଗୁଥିବା ନିଆଁ ମନୁଷ୍ୟକୃତ ବୋଲି ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜ କହିଛନ୍ତି l ରୁକ୍ଷୀ ପାହାଡ଼ରେ ଲାଗିଥିବା ନିଆଁକୁ ଖୁବଶୀଘ୍ର ଆୟତ୍ତ କରିବା ପାଇଁ ବନ ବିଭାଗ ପ୍ରୟାସ ଜାରି ରଖିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.