ETV Bharat / state

ଦନ୍ତା ଖାଇଗଲେ 300 ବିଡାଧାନ, କ୍ଷୟକ୍ଷତିର ଆକଳନ କଲା ବନବିଭାଗ - ୩୦୦ କଳେଇ ଧାନ ଖାଇଗଲା ଦନ୍ତା

ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ ଅଧୀନ ବୁଗୁଡା କଲୋନୀର ଗାଁର ଏକ ଖଳାରେ ଥିବା 300 ବିଡ଼ା ଧାନ କଳେଇ ଖାଇଯାଇଛି ହାତୀ ।

elephant
ଦନ୍ତା ଖାଇଗଲେ 300 ବିଡାଧାନ, କ୍ଷୟକ୍ଷତିର ଆକଳନ କଲା ବନବିଭାଗ
author img

By

Published : Jan 16, 2021, 7:26 PM IST

ନୟାଗଡ଼: ମାତିଛି ଦନ୍ତା । ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଛି । ଘଟଣାଟି ନୟାଗଡ଼ ଜିଲ୍ଲା ଵାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ ଅଧୀନ ବୁଗୁଡା କଲୋନୀର। ଗାଁର ଏକ ଖଳାରେ ଥିବା 300 ବିଡ଼ା ଧାନ କଳେଇ ଖାଇଯାଇଛି ହାତୀ । ଵାଣିଗୋଚ୍ଛା ପଶ୍ଚିମ ବନାଞ୍ଚଳ ବୁଗୁଡ଼ା ଗାଁର ନୀଳମଣି ମାଝି ନିଜ ବିଲରୁ ୩୦୦ ଧାନ କଳେଇ ଆଣି ଖଳାରେ ରଖିଥିବାବେଳେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ଦନ୍ତାହାତୀ ଧାନ ଖାଇଦେଇଥିବା ଦେଖିବାକୁ ମିଳିଛି l

ଦନ୍ତା ଖାଇଗଲେ 300 ବିଡାଧାନ, କ୍ଷୟକ୍ଷତିର ଆକଳନ କଲା ବନବିଭାଗ

ତେବେ ନୀଳମଣି ଏନେଇ ସ୍ଥାନୀୟ ବନ ବିଭାଗକୁ ଅବଗତ କଲା ପରେ ବନ କର୍ମଚାରୀମାନେ ଆସି କ୍ଷୟକ୍ଷତିର ଆକଳନ କରିଥିଲେ । ତେବେ କ୍ଷୟକ୍ଷତି ଆକଳନ ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଵାଣିଗୋଚ୍ଛା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.