ETV Bharat / state

ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

author img

By

Published : Sep 29, 2020, 9:19 AM IST

ଭାଗବତ ଟୁଙ୍ଗିକୁ ମାଇକ ସେଟ ସହ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ କରାଗଲା କାର୍ଯ୍ୟାଦେଶ । ଉପକୃତ ହେବେ ହିତାଧିକାରୀ । ଅଧିକ ପଢନ୍ତୁ...

Distribution of work orders of the Prime Minister's Housing Scheme to the beneficiaries
ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ନୟାଗଡ: ପାଞ୍ଚଟି ଭାଗବତ ଟୁଙ୍ଗିକୁ ମାଇକ ସେଟ ସହ ୬୭ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଛି l ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଗଣିଆ ବ୍ଲକ ଅଧ୍ୟକ୍ଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ,ଜିଲ୍ଲା ପରିଷଦ ସଭ୍ୟ , ବିଡିଓଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ କାର୍ଯ୍ୟାଦେଶ ଦିଆଯାଇଥିଲା l

ତେବେ ୨୦୧୯-୨୦ ଆର୍ଥିକ ବର୍ଷର ଗଣିଆ ବ୍ଲକରେ ୭୬ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯିବା ଲକ୍ଷ୍ୟ ରଖାଯାଇଥିଲା। ତେବେ ୯ଜଣ ହିତାଧିକାରୀ ଭୂମିହୀନ ହୋଇଥିବାରୁ ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇନଥିଲା l ୬୭ଜଣ ହିତାଧିକାରୀଙ୍କ ମଧ୍ୟରୁ ଛାମୁଣ୍ଡିଆ ୨୮, କିଶୋରପ୍ରସାଦର ୩, କରଡାପଡାର ୧୫ ଓ ଆଡକଟା ପଞ୍ଚାୟତର ୨୧ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.