ETV Bharat / state

ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, 141 ଡାକ୍ତର ପଦବୀ ଖାଲି - ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା

ନୟାଗଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା । ଜିଲ୍ଲାରେ ସୁପରସ୍ପେସିଆଲିଟି ଡାକ୍ତର ପଦବୀ ନଥିବା ବେଳେ 262 ଡାକ୍ତର ପଦବୀରୁ 141 ପଦବୀ ଖାଲି ପଡିଛି l ଅଧିକ ପଢନ୍ତୁ

ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, 141 ଡାକ୍ତର ପଦବୀ ଖାଲି

author img

By

Published : May 11, 2022, 12:57 PM IST

ନୟାଗଡ: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା । ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠି ଡାକ୍ତର ମରୁଡ଼ି l ଜିଲ୍ଲାରେ ସୁପରସ୍ପେସିଆଲିଟି ଡାକ୍ତର ପଦବୀ ନଥିବାବେଳେ 262 ଡାକ୍ତର ପଦବୀରୁ 141 ପଦବୀ ଖାଲି ପଡିଛି l ଯାହା ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି l

ନୟାଗଡ଼ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, 141 ଡାକ୍ତର ପଦବୀ ଖାଲି

ସୂଚନାଅନୁସାରେ, ସାଧାରଣ ଥଣ୍ଡା ଜ୍ୱର ପୀଡିତ ହେଲେ ମଧ୍ୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଘରୋଇ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି l ବାରମ୍ବାର ଡାକ୍ତର ସମସ୍ୟା ପୂରଣ ପାଇଁ ଦାବି ଉଠୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ l ବିନା ଡାକ୍ତରରେ ମଧ୍ୟ ଅନେକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଚାଲୁଛି l ଜିଲ୍ଲାବ୍ୟାପୀ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ତେଣୁ ତୁରନ୍ତ ଡାକ୍ତର ସମସ୍ୟା ପୂରଣ ପାଇଁ ଜନମହଲରେ ଦାବି ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.