ETV Bharat / state

ଜନବସତିରେ କୁଟରା, ଉଦ୍ଧାର କଲା ବନବିଭାଗ

ନୟାଗଡ ତ୍ରିନାଥ ଛକ ଠାରେ ଏକ କୁଟରାକୁ ଉଦ୍ଧାର କରିଛି ବନ ବିଭାଗ । କୁଟୁରାଟି ଜଙ୍ଗଲରୁ ଜନବସତି ଆଡକୁ ପଳାଇଆସିଥିଲା । ଅଧିକ ପଢନ୍ତୁ...

ଜନବସତିରେ କୁଟୁରା, ଉଦ୍ଧାର କଲା ବନବିଭାଗ
ଜନବସତିରେ କୁଟୁରା, ଉଦ୍ଧାର କଲା ବନବିଭାଗ
author img

By

Published : Mar 10, 2021, 1:35 PM IST

ନୟାଗଡ: ଜନବସତି ମୁହାଁ କୁଟରା । ନୟାଗଡ ଜିଲ୍ଲା ତ୍ରିନାଥ ଛକ ଠାରେ ଗୋଟିଏ କୁଟରାକୁ ଉଦ୍ଧାର କରିଛି ବନ ବିଭାଗ । କୁଟରାଟିକୁ ଗୋଟିଏ ଗାଡି ଧକ୍କା ଦେଇଥିବା ଜଣାପଡିଛି ।

ଜନବସତିରେ କୁଟୁରା, ଉଦ୍ଧାର କଲା ବନବିଭାଗ

ସୂଚନାଅନୁସାରେ, ଜଙ୍ଗଲରୁ ଗୋଟିଏ କୁଟରା ଜନବସତି ଆଡକୁ ଆସିଯାଇଥିଲା । ସେହି ସମୟରେ ତାକୁ ଗୋଟିଏ ଚାରିଚକିଆ ଗାଡି ଧକ୍କା ଦେଇଥିଲା । କୁଟୁରାଟି ଗାଡି ଧକ୍କାରେ ଆହତ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମେ ସ୍ଥାନୀୟ ଲୋକମାନେ କୁଟରାଟିକୁ ଉଦ୍ଧାର କରିଥିଲେ । ଏହା ପରେ ବନ ବିଭଗକୁ ଖବର ଦେଇଥିଲେ ।

ପରେ ନୟାଗଡ଼ ବନ ବିଭାଗର କର୍ମଚାରୀମାନେ ଆସି କୁଟୁରାଟିକୁ ଉଦ୍ଧାର କରିଥିଲେ । ଜଙ୍ଗଲରେ ନିଆଁ ଲାଗିବା କାରଣରୁ କୁଟରାଟି ଜନବସତି ମୁହାଁ ହେଉଥିବା ଅନୁମାନ କରୁଛନ୍ତି ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.