ETV Bharat / state

ଚିଟଫଣ୍ଡ ଠକେଇ, ୭ ଜଣଙ୍କ ନାମରେ ମାମଲା - ଚିଟଫଣ୍ଡ ଠକେଇ

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ପଞ୍ଚାୟତରେ ଏକ ଚିଟଫଣ୍ଡ ଠକେଇ ହୋଇଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କ ନାମରେ ମାମାଲା ରୁଜୁ କରଛି । ଅଧିକ ପଢନ୍ତୁ...

୭ ଜଣଙ୍କ ନାମରେ ମାମାଲା ରୁଜୁ
୭ ଜଣଙ୍କ ନାମରେ ମାମାଲା ରୁଜୁ
author img

By

Published : Feb 25, 2021, 10:12 PM IST

ନୟାଗଡ଼: ଚିଟ୍ ଫଣ୍ଡ ଠକେଇ ମାମଲାରେ 7 ଜଣଙ୍କ ନାମରେ ମାମଲା ରୁଜୁ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କେରେଣ୍ଡାଟାଙ୍ଗୀ ପଞ୍ଚାୟତରେ ଏକ ଚିଟଫଣ୍ଡ ଠକେଇ ହୋଇଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କ ନାମରେ ମାମାଲା ରୁଜୁ କରଛି ।

କେରେଣ୍ଡାଟାଙ୍ଗୀ ଗାଁରେ “ବର-କନ୍ୟା” ନାମକ ଏକ ଚିଟଫଣ୍ଡ ସଂସ୍ଥା ଖୋଲି ଲୋକମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଉକ୍ତ ପଞ୍ଚାୟତ ଏକତାଳ ଗାଁର ଜଣେ ମହିଳାଙ୍କ ଅଭିଯୋଗ କ୍ରମରେ ପୋଲିସ ଗୌରଚନ୍ଦ୍ରପୁର ଗାଁର ଉପେନ୍ଦ୍ର ଦଳେଇ, ବିଶ୍ୱଜିତ ପଲ୍ଲେଇ, କ୍ଷୀରୋଦ ସାହୁ, ଏକତାଳ ଗାଁର ରାଜେଶ ମହାପାତ୍ର, ମୁକ୍ତାପୁର ଗାଁର ଚିତ ସୁନ୍ଦରାୟ, କେରେଣ୍ଡାଟାଙ୍ଗୀ ଅଞ୍ଚଳ ଦିଲ୍ଲୀପ ରାୟସିଂହ ଓ ଆଶୋକ ରାୟଙ୍କ ନାମରେ ମାମଲା ରୁଜୁ କରିଛନ୍ତି l ପୋଲିସ ଏମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.