ETV Bharat / state

ପରୀକୁ ନ୍ୟାୟ ଦାବିରେ 15 ଦିନରେ ପହଁଚିଲା ବିଜେପିର ଗଣଧାରଣା

author img

By

Published : Dec 20, 2020, 8:05 AM IST

ପରୀକୁ ନ୍ୟାୟ ଦାବିରେ 15 ଦିନରେ ପହଁଚିଲା ବିଜେପିର ଗଣଧାରଣା । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଦଳ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ..

BJP's mass strike still continuing justice for the pari
ପରୀକୁ ନ୍ୟାୟ ଦାବିରେ 15 ଦିନରେ ପହଁଚିଲା ବିଜେପିର ଗଣଧାରଣା

ନୟାଗଡ଼: ପରୀକୁ ନ୍ୟାୟ ଦାବୀରେ 15 ଦିନରେ ପହଞ୍ଚିଛି ଗଣଧାରଣା l ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ବିଜେପି କର୍ମୀମାନେ l 15 ଦିନ ଧରି ଚାଲିଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ l ଏଥିରେ ବିଜେପିର ରାଜ୍ୟସ୍ତରୀୟ ବହୁ ନେତା ସାମିଲ ହୋଇଛନ୍ତି l ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବିଜେପି ନେତ୍ରୀ ଅଭିନେତ୍ରୀ ଅନୁ ଚୌଧୁରୀ ସାମିଲ ହୋଇ ସମାନ ଦାବି ମଧ୍ୟ ସେ ଦୋହରାଇ ଥିଲେ l

ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ l ତଦନ୍ତ ସମୟରେ ଅରୁଣ ସାହୁ ମନ୍ତ୍ରୀ ରହିଲେ,ତଦନ୍ତକୁ ପ୍ରଭାବିତ କରିବେ l ତେଣୁ ସେ ଇସ୍ତଫା ଦେବା ଦରକାର l ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.