ETV Bharat / state

ପ୍ରାର୍ଥିପତ୍ର ଦାଖଲ କଲେ ପୂର୍ଣ୍ଣଚନ୍ଦ୍ର ନାୟକ - ନୟାଗଡ

2ୟ ପର୍ଯ୍ୟାୟର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଦିନ ବିଜେଡି ଟିକେଟ ନଦେବାରୁ ବିଜେପି ତରଫରୁ ପ୍ରାର୍ଥିପତ୍ର ଦାଖଲ କଲେ ପୂର୍ବତନ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ସେ 2014 ନିର୍ବାଚନରେ ବିଜେଡି ପକ୍ଷରୁ ଲଢି 70 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ବିଜୟ ହାସଲ କରିଥିଲେ।

ଫଟୋ ସୌଜନ୍ୟ:ପ୍ରତିନିଧି,ନୟାଗଡ
author img

By

Published : Mar 26, 2019, 2:25 PM IST

Updated : Mar 26, 2019, 3:22 PM IST

ନୟାଗଡ: ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ବଜେପି ତରଫରୁ ପ୍ରାର୍ଥିପତ୍ରଦାଖଲ କଲେ ପୂର୍ବତନ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ। ବିଜେଡି ପକ୍ଷରୁ ତାଙ୍କୁ ଟିକେଟ ନମିଳିବାରୁ ସେ ବିଜେପିରେ ଯୋଗ ଦେଇ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୂଚନାଥାଉକି, ସେ 2014 ନିର୍ବାଚନରେ ବିଜେଡି ପକ୍ଷରୁ ଲଢି 70 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ନିର୍ବାଚନ ଜିତିଥିଲେ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ନୟାଗଡ

ଖବରମୁତାବକ, ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରାର୍ଥିପତ୍ରଦାଖଲ ସମୟରେ ଦଶପଲ୍ଲା ର ପୂର୍ବତନ ବିଜେଡ଼ି ବିଧାୟକ କାଶୀନାଥ ମଲ୍ଲିକ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସୁରମା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥିପତ୍ରଦାଖଲ ପରେ ସେ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିଥିଲେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : Mar 26, 2019, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.