ETV Bharat / state

ଜାଲ ଦସ୍ତଖତରେ 80 କୋଟି ହଡପ ଘଟଣା, ତେଜିଲା ବିଜେଡି ନେତାଙ୍କୁ ଗିରଫ ଦାବି - ଜାଲ ଦସ୍ତଗତରେ 80 କୋଟି ହଡଫ ଘଟଣା

ତେଜିଲା ବିଜେଡ଼ି ନେତା ଗୟାଧର ପରିଡ଼ାଙ୍କ ଗିରଫ ଦାବି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ପ୍ରଭାବଶାଳୀ ବିଜେଡି ନେତା ଗୟାଧର ପରିଡା, ଅଧ୍ୟକ୍ଷାଙ୍କ ନାମରେ ଜାଲ ଦସ୍ତଖତ କରି 80 କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଜାଲ ଦସ୍ତଗତରେ 80 କୋଟି ହଡଫ ଘଟଣା, ତେଜିଲା ବିଜେଡି ନେତାଙ୍କୁ ଗିରଫ ଦାବି

author img

By

Published : Aug 21, 2021, 10:17 PM IST

ନୟାଗଡ଼: ତେଜିଲା ବିଜେଡ଼ି ନେତା ଗୟାଧର ପରିଡ଼ାଙ୍କ ଗିରଫ ଦାବି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ପ୍ରଭାବଶାଳୀ ବିଜେଡି ନେତା ଗୟାଧର ପରିଡା, ଅଧ୍ୟକ୍ଷାଙ୍କ ନାମରେ ଜାଲ ଦସ୍ତଖତ କରି 80 କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏନେଇ ଜାଲ ଦସ୍ତଖତ କରିବା ସହ ନୀରିହା ଆଦିବାସୀ ମହିଳା ଅଧ୍ୟକ୍ଷାଙ୍କୁ କାର୍ଯ୍ୟାଳୟକୁ ଭର୍ତ୍ତି କରିନଦେବା ଓ 80 କୋଟି ଟଙ୍କା ହଡପ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୟାଧରଙ୍କୁ ପୋଲିସ ଓ ପ୍ରଶାସନ ଗିରଫ ନକରିବା ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଜିଲ୍ଲାପ୍ରଶାସନ ସୁରକ୍ଷା ଦେଉଥିବାରୁ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଲା ରାଜ୍ୟ ଦଳିତ ମହାସଂଘ ଏବଂ ରାଜ୍ୟ ଆମ୍ବେଦକର ବିଚାର ମଞ୍ଚ l

ଜାଲ ଦସ୍ତଗତରେ 80 କୋଟି ହଡଫ ଘଟଣା, ତେଜିଲା ବିଜେଡି ନେତାଙ୍କୁ ଗିରଫ ଦାବି

ଆଜି(ଶନିବାର) ଏନେଇ ମହାସଂଘର କର୍ମକର୍ତ୍ତାମାନେ ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ପାଇଁ 24 ଘଣ୍ଟାର ମହଲତ ଦେଇଛନ୍ତି l ନଚେତ ଆସନ୍ତା 25 ତାରିଖରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଆସନ୍ତା ମାସ ପହିଲାରୁ ବିଧାନସଭାରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.