ETV Bharat / state

ପରୀ ହତ୍ୟା ମାମଲାର ଆସିଲା ରାୟ, ଅଭିଯୁକ୍ତ ନାବାଳକ - ପରୀ ହତ୍ୟା ମାମଲା

accused Saroj releated hearing
ପରୀ ହତ୍ୟା ମାମଲାର ଆସିଲା ରାୟ, ଅଭିଯୁକ୍ତ ନାବାଳକ
author img

By

Published : Jan 5, 2021, 12:34 PM IST

Updated : Jan 5, 2021, 5:20 PM IST

17:18 January 05

ପରୀ ହତ୍ୟା ମାମଲାର ଆସିଲା ରାୟ, ଅଭିଯୁକ୍ତ ନାବାଳକ

ପରୀ ହତ୍ୟାକାଣ୍ଡର ଅଭିଯୁକ୍ତକୁ ନୟାଗଡ ପୋକ୍ସୋ କୋର୍ଟ ନାବାଳକ କହିବା ପରେ ସରକାରୀ ଓକିଲ ବଂଶୀଧର ରାଉତରାୟଙ୍କ ପ୍ରତିକ୍ରିୟା ।

12:31 January 05

ନୟାଗଡ଼: ନାବାଳକ ପ୍ରମାଣିତ ହେଲେ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ । ଅଭିଯୁକ୍ତର ବୟସ 18 ବର୍ଷରୁ କମ୍ । ରାୟ ପ୍ରକାଶ କରି ନୟାଗଡ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ବୟସ ନେଇ ସ୍କୁଲ ସାର୍ଟିଫିକେଟ୍ ଓ ଜନ୍ମ ପ୍ରମାଣ ପତ୍ର ଦିଆଯାଇଥିଲା । 

ପ୍ରକାଶଥାଉକି, ଅଭିଯୁକ୍ତ ନାବାଳକ ନା ସାବାଳକ ଏନେଇ ପୋକ୍ସୋ କୋର୍ଟରେ ଶୁଣାଣି ଚାଲିବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା l  ଅନ୍ୟପକ୍ଷେ ଜୁଭେନାଇଲ୍ କୋର୍ଟରେ ପୁଣି ଏସଆଇଟି ନାର୍କୋ ଟେଷ୍ଟ ପାଇଁ ଆବେଦନ କରିପାରେ । ତେବେ କିଶୋର ନ୍ୟାୟ ପରିଷଦରେ ହାଜର ହେଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ l ନୟାଗଡ ପୋକ୍ସୋ କୋର୍ଟ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ ବୋଲି କହିବା ପରେ କିଶୋର ନ୍ୟାୟ ପରିଷଦରେ ହାଜର ହୋଇଛି ଅଭିଯୁକ୍ତ l 

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 5, 2021, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.