ETV Bharat / state

ଯଦୁପୁର ନାବାଳିକା ହତ୍ୟାକାଣ୍ଡ; ଅଭିଯୁକ୍ତର ହେବ ବ୍ରେନ ମ୍ୟାପିଂ ! - ପରୀ ହତ୍ୟାକାଣ୍ଡ

ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତ ହେବ ବ୍ରେନ ମ୍ୟାପିଂ । ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଏସଆଇଟି ବ୍ରେନ ମ୍ୟାପିଂ ନେଇ କରିପାରେ ହାଇକୋର୍ଟରେ କରିପାରନ୍ତି ଆବେଦନ । ଅଧିକ ପଢନ୍ତୁ...

ଯଦୁପୁର ନାବାଳିକା ହତ୍ୟାକାଣ୍ଡ
ଯଦୁପୁର ନାବାଳିକା ହତ୍ୟାକାଣ୍ଡ
author img

By

Published : Dec 26, 2020, 11:34 AM IST

ନୟାଗଡ: ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ହେବ ବ୍ରେନ ମ୍ୟାପିଂ । ଏହି ମାମଲାର ଗିରଫ ହୋଇଥିବା ଆଇନ ଛାତ୍ରର ବ୍ରେନ ମ୍ୟାପିଂ ହାଇକୋର୍ଟରେ ଆବେଦନ କରିବ ଏସଆଇଟି । ହତ୍ୟାକାଣ୍ଡ ଘଟଣାର ସମସ୍ତ ଘଟଣାକୁ ଜାଣିବାକୁ ଏସଆଇଟି ଏହି ପଦ୍ଧତି ଆପଣାଇବାକୁ ଚାହୁଁଛି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ସନ୍ଦେହୀ ପୋଖରୀ ନିକଟରେ ଏସଆଇଟି ସମ୍ମୁଖରେ ସିନ ରିକ୍ରିଏସନ କରିବା ସହ ଡେମୋ ଦେଖାଇଥିଲା ଅଭିଯୁକ୍ତ ଆଇନ ଛାତ୍ର । ଅଭିଯୁକ୍ତକୁ ଏସଆଟି ନାବାଳିକାର ଗାଁକୁ ନେବା ପରେ ସେ କେମିତି ହତ୍ୟା କରିଥିଲା ତାହାର ପୂରା ଘଟଣା ପୁଣି ଥରେ ରିକ୍ରିଏଟ କରିଥିଲା ।

ସେପଟେ, ହତ୍ୟାକାଣ୍ଡରେ ଏସଆଇଟି ଦେଇଥିବା ତଥ୍ୟ ଉପରେ ନାବାଳିକାର ମା’ ବିଶ୍ବାସ କରୁନାହାଁନ୍ତି । ଘଟଣାରେ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.