ETV Bharat / state

ରଣପୁରରୁ ବ୍ରାଉନସୁଗାର ଜବତ: 6 ବ୍ୟବସାୟୀ ଗିରଫ, ନଗଦ ଟଙ୍କା ଜବତ - ରଣପୁରରେ ବ୍ରାଉନ ସୁଗାର ଜବତ

ରଣପୁରରେ ବ୍ରାଉନସୁଗାର ଜବତ, 6 ବ୍ୟବସାୟୀ ଗିରଫ । ସେମାନଙ୍କ ଠାରୁ 5 ଗ୍ରାମ ବ୍ରାଉନସୁଗାର ସହ ନଗଦ 3 ହଜାର 500 ଟଙ୍କା ଓ 6ଟି ମୋବାଇଲ ଜବତ କରିଛି ରଣପୁର ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Aug 6, 2019, 11:59 AM IST

ନୟାଗଡ: ରଣପୁରରେ ବ୍ରାଉନସୁଗାର ଜବତ, 6 ବ୍ୟବସାୟୀ ଗିରଫ । ସେମାନଙ୍କ ଠାରୁ 5 ଗ୍ରାମ ବ୍ରାଉନସୁଗାର ସହ ନଗଦ 3 ହଜାର 500 ଟଙ୍କା ଓ 6ଟି ମୋବାଇଲ ଜବତ କରିଛି ରଣପୁର ପୋଲିସ ।

କୌଣସି ସୂତ୍ରରୁ ଖବର ପାଇ ରଣପୁର ପୋଲିସ ମଣିନାଗ ମନ୍ଦିର ପଛପଟୁ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନୟାଗଡ ଏସପିଙ୍କ ନେତୃତ୍ବରେ ରଣପୁର ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ଏହି ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ତେବେ ବ୍ରାଉନସୁଗାର ଖୋର୍ଦ୍ଧା ଅଞ୍ଚଳରୁ ରଣପୁରକୁ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଦୀନବନ୍ଧୁ ଖଟେଇ, ଅନୀଲ ପ୍ରଧାନ, ରଞ୍ଜନ ବିଶ୍ବାଳ, ନିରଞ୍ଜନ ସାହୁ, ବଳରାମ ପ୍ରଧାନ ଓ ରଞ୍ଜନ ଦାଶ । ସମସ୍ତେ ରଣପୁର ଅଞ୍ଚଳର ହୋଇଥିବା ଜଣାପଡିଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ଛ ଅ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ରଣପୁର ପୋଲିସ । ସେମାନଙ୍କ ପାଖରୁ 5ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ନଗଦ 3 ହଜାର 500 ଟଙ୍କା ଓ 6 ଟି ମୋବାଇଲ ଜବତ ହୋଇଛି । Body:ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଣପୁର ପୋଲିସ ମଣିନାଗ ମନ୍ଦିର ପଛପଟୁ ଛ ଅ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରି କୋଟ ଚାଲାଣ କରିଛି । ନୟାଗଡ଼ ଏସ୍ପି ଙ୍କ ନେତୃତ୍ୱ ରେ ରଣପୁର ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଏହି ଧଳା ଜହର ବେପାରୀଙ୍କୁ ଗିରଫ କରିଛି । ତେବେ ଖୋର୍ଦ୍ଧା ଅଞ୍ଚଳରୁ ରଣପୁରକୁ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ, ଦୀନବନ୍ଧୁ ଖଟେଇ, ଅନୀଲ ପ୍ରଧାନ,ରଞ୍ଜନ ବିଶ୍ୱାଳ,ନିରଞ୍ଜନ ସହୁ ,ବଳରାମ ପ୍ରଧାନ,ଓ ରଞ୍ଜନ ଦାଶ । ସମସ୍ତେ ରଣପୁର ଅଂଚଳର । Conclusion:ଦୀର୍ଘ ଦିନଧରି ଏହି ଟିମ ରଣପୁର ଅଂଚଳ ରେ ବେପାର କରି ଆସୁଥିଲେ । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠେଇଛି ପୋଲିସ । ପୋଲିସର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିବା ବେଳେ, ଆହୁରି ଜୋରଦାର ଚେକିଂଗ କରିବାକୁ ଦାବି ହୋଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.