ETV Bharat / state

ଏଥର ଦଶପଲ୍ଲାରେ ବିଜେପି-ବିଜେଡି ଲଢେଇ - kandhamal ls

ଏଥର ଦଶପଲ୍ଲା ବିଧାନସଭା ଆସନରୁ ବିଜେଡ଼ିର ରମେଶ ବେହେରା, ବଜେପିର ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କଂଗ୍ରେସର ପ୍ରଶାନ୍ତ ନାୟକ ନିର୍ବାଚନମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏଠାରେ ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ କଡା ଫାଇଟ ହେବ।

ଫାଇଲ ଫଟୋ
author img

By

Published : Apr 18, 2019, 3:39 PM IST

ନୟାଗଡ଼: ଆଜି ରାଜ୍ୟରେ 2019 ନିର୍ବାଚନର ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ଆଉ ଏହିକ୍ରମରେ ନୟାଗଡ ଜିଲ୍ଲାର ଏକମାତ୍ର ଦଶପଲ୍ଲା ବିଧାନସଭା ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି। କନ୍ଧମାଳ ସଂସଦୀୟ କ୍ଷେତ୍ର ଅଧିନରେ ଆସୁଥିବା ଏହି ନିର୍ବାଚନମଣ୍ଡଳୀରେ ଏଥର ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ କଡା ଫାଇଟ ହେବ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ଏଥର ଦଶପଲ୍ଲା ବିଧାନସଭା ଆସନରୁ ବିଜେଡ଼ିର ରମେଶ ବେହେରା, ବଜେପିର ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କଂଗ୍ରେସର ପ୍ରଶାନ୍ତ ନାୟକ ନିର୍ବାଚନମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗତ 2014 ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ ପୂର୍ଣ୍ଣଚନ୍ଦ୍ର ନାୟକ। ଏଥର ଟିକେଟ ନ ମିଳିବାରୁ ସେ ବଜେପିରେ ଯୋଗଦେଇ ନିର୍ବାଚନ ଲଢୁଛନ୍ତି।

ନୟାଗଡରୁ ଉତ୍ପଳ ସାହୁ, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.