ETV Bharat / state

ନୟାଗଡରୁ ବିପୁଳ ପରିମାଣର ବାଣ ଜବତ

author img

By

Published : Nov 15, 2020, 10:48 PM IST

ନୟାଗଡରୁ ବିପୁଳ ପରିମାଣର ବାଣ ଜବତ । ଜବତ ବାଣର ମୂଲ୍ୟ 2 ଲକ୍ଷରୁ ଊର୍ଦ୍ଧ୍ବ ହେବ । ଅଧିକ ପଢନ୍ତୁ...

ନୟାଗଡରୁ ବିପୁଳ ପରିମାଣର ବାଣ ଜବତ
ନୟାଗଡରୁ ବିପୁଳ ପରିମାଣର ବାଣ ଜବତ

ନୟାଗଡ: ନୟାଗଡ ବାଣଦୋକାନରେ ଚଢାଉ । ବିପୁଳ ପରିମାଣର ବାଣ ଜବତ କରିଛି ଆଦର୍ଶ ଥାନା ପୋଲିସ ।

ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଓଡ଼ଗାଁ ବଜାରରେ ବାଣ ବ୍ୟବସାୟ ଚାଲିଥିଲା । ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ବାଣ ଜବତ କରିବା ସହ ବ୍ୟବସାୟୀଙ୍କୁ ଅଟକ ରଖିଛି । ଅଟକ ବ୍ୟବସାୟୀଙ୍କ ନାମ ସୁରେଶ ପାତ୍ର l

ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା ପୋଲିସ ଟିମ୍ ସହ ବାଣ ଦୋକାନରେ ଚଢାଉ କରିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.