ETV Bharat / state

କୋରୋନାର ଦ୍ୱିତୀୟ ଲହର, ନୟାଗଡରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କୋରୋନାର ଦ୍ୱିତୀୟ ଲହରୀ ।ନୟାଗଡରେ ଗୋଟିଏ ଦିନରେ ଦୁଇ ଅଙ୍କ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

author img

By

Published : Apr 11, 2021, 7:04 AM IST

10 corona positive found in nayagarh
କୋରୋନାର ଦ୍ୱିତୀୟ ଲହରୀ,ଗୋଟିଏ ଦିନରେ ଦୁଇ ଅଙ୍କ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୟାଗଡ : କୋରୋନାର ଦ୍ୱିତୀୟ ଲହରୀ ରାଜ୍ୟରେ ଜାରି ରହିଛି। ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ନୟାଗଡ଼ରେ ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି । ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଜିଲ୍ଲାରେ ଆକ୍ଟିଭ ମାମଲା ୩୯ ରହିଛି ।

ଏହି ୩୯ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏପଟେ, ସଂକ୍ରମଣକୁ ନେଇ ଗାଇଡ଼ଲାଇନ କଡାକଡି କରୁଛି ଜିଲ୍ଲା ପ୍ରଶାସନ । ଲୋକଙ୍କୁ ସଚେତନ କରାଇବା ସହ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପାଇଁ କୁହାଯାଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.