ETV Bharat / state

ବିବାଦୀୟ ପୋଷ୍ଟରକୁ ନେଇ ବିଚ ରାସ୍ତାରେ ଆଣ୍ଠେଇଲେ ଯୁବକ - ବିଚ୍ ବଜାରରେ ଆଣ୍ଠେଇଲେ ଯୁବକ

ବିବାଦୀୟ ପୋଷ୍ଟର କରି ବିଚ୍ ବଜାରରେ ଆଣ୍ଠେଇଲେ ଯୁବକ । ଏହାସହ କ୍ଷମା ଵି ମାଗିଛନ୍ତି । ତେଵେ ବିଚ୍ ଵଜାରରେ ଖାପ୍ ପଞ୍ଚାୟତର କିଭଳି ଯୁବକ ଜଣଙ୍କୁ ଦଣ୍ଡ ଦିଆଗଲା, ତାହା ଏଵେ ପ୍ରଶ୍ନଵାଚୀ ଅଧିକ ଖବର ପଢନ୍ତୁ...

_youth knee down
ବିବାଦୀୟ ପୋଷ୍ଟରକୁ ନେଇ ବିଚ ରାସ୍ତାରେ ଆଣ୍ଠେଇଲେ ଯୁବକ
author img

By

Published : Dec 28, 2019, 1:59 PM IST

ନବରଙ୍ଗପୁର: ବିଚ୍ ବଜାରରେ ଆଣ୍ଠେଇଲେ ଯୁବକ । ଖାଲି ଆଣ୍ଠେଇ ନାହାଁନ୍ତି ବରଂ କ୍ଷମା ଵି ମାଗିଛନ୍ତି। ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟର । ଯୁବକ ଜଣକ ହେଲେ ଭବତୋଷ ମଣ୍ଡଲ । ଯୁବକ ଜଣକ ଉମରକୋଟ ଝରିଗାଁ ରୋଡରେ ଏକ କ୍ଲିନିକ୍ ଚଳାଉଛନ୍ତି, ଯେଉଁଠାରେ ଗୁପ୍ତ ରୋଗ ଓ ଯୌନ ରୋଗର ଚିକିତ୍ସା କରାଯାଏ ।

ବିବାଦୀୟ ପୋଷ୍ଟରକୁ ନେଇ ବିଚ ରାସ୍ତାରେ ଆଣ୍ଠେଇଲେ ଯୁବକ

ତେବେ ନିଜର ଵ୍ୟବସାୟର ପ୍ରଚାର ପାଇଁ ସେ ଏକ ପୋଷ୍ଟର ଛାପିଛନ୍ତି । ଏହି ପୋଷ୍ଟରରେ ଭଗଵାନ ରାଧା କୃଷ୍ଣଙ୍କ ଫଟୋ ରହିଛି । ସେ ଉକ୍ତ ପୋଷ୍ଟରକୁ ଉମରକୋଟର ଵିଭିନ୍ନ ସ୍ଥାନରେ ମାରିଥିଲେ । ଘଟଣା ଜାଣିଵା ପରେ ତାତିଛନ୍ତି ସ୍ଥାନୀୟ ଯୁଵକ। ଘଟଣାକୁ ନେଇ ବଜରଙ୍ଗ ଦଳ ତୀବ୍ର ଵିରୋଧ କରିବା ସହ 12 ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରେ ମରାଯାଇଥିବା ପୋଷ୍ଟ ହଟାଇବାକୁ ପରାମର୍ଶ ଦିଆଯାଇଛି।

ଭବତୋଷଙ୍କୁ ଡାକି ବିଚ୍ ଵଜାରରେ ଆଣ୍ଠେଇଵାକୁ କହିଥିଲେ। ଖାଲି ସେତିକି ନୁହେଁ ଯୁଵକ ଜଣକ ସର୍ବ ସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ। ବ୍ୟବସାୟ ପାଇଁ ପୋଷ୍ଟରରେ ଭଗବାନଙ୍କ ଫଟୋ ଛପାଯିବା ଘଟଣାକୁ ସମସ୍ତେ ନିନ୍ଦା କରିଛି । ତେଵେ ବିଚ୍ ଵଜାରରେ ଖାପ୍ ପଞ୍ଚାୟତର କିଭଳି ଯୁବକ ଜଣଙ୍କୁ ଦଣ୍ଡ ଦିଆଗଲା ତାହା ଏଵେ ପ୍ରଶ୍ନଵାଚୀ

ନବରଙ୍ଗପୁରରୁ ତପନ ବିଷୋୟୀ ,ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
Slug- ବିଚ୍ ଵଜାର ରେ ଖାପ୍ ପଚାଂୟତ,ଭୂଲ ମାଗିଲେ ଯୁବକ
Anchor- ଵିଚ୍ ଵଜାର ରେ ଆଣ୍ଠେଇ ଲେ ଯୁବକ। ଖା ଲି ଆଣ୍ଠେଇ ନାହାନ୍ତି କ୍ଷମା ଵି ମାଗିଲେ। ଏହିଦୃଶ୍ଯ ହେଉଛି ନଵରଗଂପୁର ଜିଲ୍ଲା ଉମରକୋଟ ର । ଯୁବକ ଜଣକ ହେଲେ ଭବତୋଷ ମଣ୍ଡଲ । ଯୁବକ ଜଣକ ଉମରକୋଟ ଝରିଗାଁ ରୋଡ୍ ରେ ଏକ କ୍ଲିନିକ୍ ଚଳାଉଛନ୍ତି ଯେଉଁଠାରେ ଗୁପ୍ତ ରୋଗ ଓ ଯୈ।ନ ରୋଗ ଚିକିଛା କରାଯାଏ ।ତେବେ ନିଜର ଵ୍ୟଵଶାୟ ର ପ୍ରଚାର ପାଇଁ ଏକ ପୋଷ୍ଟର ଛାପିଛନ୍ତି । ଏହି ପୋଷ୍ଟର ରେ ସେ ଭଗଵାନ ରାଧା କୃଷ୍ଣ କଂ ଫଟୋ ଛାପିଛନ୍ତି ।ଏଵଂ ପୋଷ୍ଟର କୁ ଉମରକୋଟ ର ଵିଭିନ୍ନ ସ୍ଥାନରେ ମାରିଥିଲେ । ଘଟଣା ଜାଣିଵା ପରେ ତାତିଲେ ସ୍ଥାନୀୟ ଯୁଵକ । ଵଜରଗଂ ଦଳ ଏହାର ତିବ୍ର ଵିରୋଧ କରିଛି । ଭଵତୋଷ କୁଂ ଡାକି ବିଚ୍ ଵଜାର ରେ ଆଣ୍ଠେଇଵାକୁ କହିଥିଲେ। ଖାଲି ସେତିକି ନୁହେଁ ଯୁଵକ ଜଣକ ସର୍ବ ସାଧାରଣ ରେ କ୍ଷମା ମାଗିଥିଲେ । ବ୍ୟଵଶାୟ ପାଇଁ ପୋଷ୍ଟର ରେ ଭଗଵାନକଂ ଫଟୋ ଛପାଯିଵି ଘଟଣାକୁ ନିନ୍ଦା କରିଛି । ତେଵେ ଵିଚ୍ ଵଜାର ରେ ଖାପ୍ ପଚାଂୟତ ରେ କିଭଳି ଯୁଵକ ଜଣକୁଂ ଦଣ୍ଡ ଦିଆଗଲା ତାହା ଏଵେ ପ୍ରଶ୍ନଵାଚୀ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.