ETV Bharat / state

ନବରଙ୍ଗପୁରରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, 2 ଗିରଫ - ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ଉମରକୋଟ ବନ ବିଭାଗର ଚଢାଉ । 17ଟି ଶାଗୁଆନ କାଠଗଣ୍ଡି ସହ ଏକ 407 ଗାଡି ଜବତ କଲା ବିଭାଗ ।

ନବରଙ୍ଗପୁରରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ
author img

By

Published : Nov 18, 2019, 3:57 PM IST

ନବରଙ୍ଗପୁର: ଉମରକୋଟ ବନବିଭାଗକୁ ବଡ ସଫଳତା । ଲକ୍ଷାଧିକ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର 17 ଗୋଟି ଶାଗୁଆନ କାଠଗଣ୍ଡି ସହ ଏକ 407 ଗାଡି ଜବତ କରିଛି । ଏଥିସହ ଦୁଇ ଜଣକୁ ଗିରଫ କରିଛି ଉମରକୋଟ ବନବିଭାଗ ।

ନବରଙ୍ଗପୁରରୁ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ
ଏହି ଚୋରା କାଠ ବେପାରୀକୁ ଧରିବା ପାଇଁ ବହୁତ ଦିନରୁ ବନବିଭାଗର ପ୍ରୟାସ ଥିଲା । କାଠ ଗୁଡିକ ଏମାନେ ଓଡିଶା ଛତିଶଗଡ ସୀମାରୁ ସବୁ ସମୟରେ ଆଣଥାନ୍ତି । ଗତକାଲି ରାତିରେ ଖବର ପାଇ ଉମରକୋଟ ବନବିଭାଗ ଓ 407 ଗାଡି ସହ ଖଡ଼କା ଗାଁ ପାଖରେ ଗାଡିକୁ ଜବତ କରିଥିଲା ।

ଏଥିସହ ଉଭୟ ଡ୍ରାଇଭର ଗଣେଶ ଶବର ଓ ଗାଡି ମାଲିକ ସପନ ମିସ୍ତ୍ରୀକୁ ଗିରଫ କରିଥିଲା ବନବିଭାଗ । ପଚରା ଉଚରାରୁ ଜଣାପଡିଥିଲା ଯେ ରାଇଘର ବ୍ଲକ ସମ୍ବଲପୁର ଗାଁରେ କିଛିଦିନ ତଳୁ ଛତିଶଗଡରୁ ଶାଗୁଆନ କାଠଗଣ୍ଡି ଆଣି ଏମାନେ ଲୁଚେଇ ରଖିଥିଲେ । ରବିବାର ରାତ୍ରି ସମୟରେ ଏହା ଆଣିବା ବେଳେ ବନବିଭାଗ ହାତରେ ଧରାପଡ଼ିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
Anchor-ଲକ୍ଷାଧିକ ଟଙ୍କା ରୁ ଉର୍ଦ୍ଧ 17 ଗୋଟି ସାଗୁଆନ କାଠ ଗଣ୍ଡି ସହ ଏକ 407 ଗାଡି ଓ ଦୁଇଜଣ କୁ ଗିରଫ କଲା ଉମରକୋଟ ବନବିଭାଗ.
ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ର ସଫଳ ଏହି କାଠ ଚୋରା ବେପାରି କୁ ଧରିବା ପାଇଁ ବହୁତ ଦିନରୁ ଥିଲା ପ୍ରୟାସ , କାଠ ଗୁଡିକ ଏମାନେ ଓଡିଶା ଛତିଶଗଡ ସୀମା ରୁ ସବୁ ସମୟ ଆଣନ୍ତି ଗତକାଲି ରାତ୍ରି ସମୟ ଖବର ପାଇ ଥିଲା ଉମରକୋଟ ବନବିଭାଗ ଓ 407 ଗାଡି ସହ ଖଡ଼କା ଗାଁ ପାଖରେ ଧରି ଗାଡି କୁ ସିଜ କରିବା ସହ ଉଭୟ ଡ୍ରାଇଭର ଗଣେଶ ଶବର ଓ ଗାଡି ମାଲିକ ସପନ ମିସ୍ତ୍ରୀ କୁ ଗିରଫ କରିଥିଲା ପରେ ଜଣା ପଡିଥିଲା ରାଇଘର ବ୍ଲକ ସମ୍ବଲପୁର ଗାଁ ରେ କିଛିଦିନ ତଳୁ ଛତିଶଗଡ ରୁ ଶାଗୁଆନ କାଠଗଣ୍ଡି ଆଣି ଏମାନେ ଲୁଚେଇ ରଖିଥିଲେ ଗତକାଲି ରାତ୍ରି ସମୟ ଏହା ଆଣିବା ବେଳେ ଧରାପଡ଼ିଥିଲେ.Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.