ETV Bharat / state

କୋରୋନା ଭୟରେ ମୃତଦେହ ପାଖ ମାଡୁନାହାଁନ୍ତି ଗ୍ରାମବାସୀ - villagers did not come to the body for fear of Corona

ସାମାନ୍ୟ କଳହରୁ ଘଟିଛି ହତ୍ୟାକାଣ୍ତ । କୋରୋନା ଭୟରେ ମୃତଦେହ ପାଖକୁ ଆସୁନାହାଁନ୍ତି ଗାଁ ଲୋକେ । ଅଧିକ ପଢନ୍ତୁ....

villagers did not come to the body for fear of Corona
କୋରୋନା ଭୟରେ ମୃତଦେହ ପାଖକୁ ଆସୁନାହାଁନ୍ତି ଗାଁ ଲୋକେ
author img

By

Published : May 12, 2020, 4:08 PM IST

ନବରଙ୍ଗପୁର: ସାମାନ୍ୟ କଳହରୁ ଘଟିଛି ହତ୍ୟାକାଣ୍ତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ଏସ. କେରାଗାଁର ଜୟରାମ ରାଉତ ଏବଂ ମୁକୁନ୍ଦ ରନ୍ଧାରୀ ଦୁଇ ମାସ ପୂର୍ବରୁ ହାଇଦ୍ରାବାକୁ କାମ କରିବାକୁ ଆସିଥିଲେ । ଉଭୟ ଗୋଟିଏ କନଷ୍ଟ୍ରକ୍ସନ କମ୍ପାନୀରେ କାର୍ଯ୍ୟ କରୁଥିଲେ । ହେଲେ କୈଣସି କଥାକୁ ନେଇ ଦୁଇ ଶ୍ରମିକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ମୁକୁନ୍ଦ ରାଗିଯାଇ ଜୟରାମକୁ ହତ୍ୟା କରିଥିଲା । ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

କୋରୋନା ଭୟରେ ମୃତଦେହ ପାଖକୁ ଆସୁନାହାଁନ୍ତି ଗାଁ ଲୋକେ

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଇ ଦେଇଛି । ମୃତଦେହ ସାଥିରେ ଆସିଥିବା ସାଥି ଶ୍ରମିକଙ୍କୁ କ୍ବାରେଣ୍ଟାଇସ କେନ୍ଦ୍ରକୁ ପଠାଯାଇଛି । କୋରୋନା ଭୟରେ ଗାଁଲୋକେ ଆସୁ ନଥିବା ବଳେ ଅନ୍ତିମ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ନବରଙ୍ଗପୁର ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.