ETV Bharat / state

ମୋଦିଙ୍କ ଜନ୍ମଦିନରେ ସ୍ବଚ୍ଛ ହେଲା ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ

author img

By

Published : Sep 17, 2019, 4:01 PM IST

ନବରଙ୍ଗପୁର ଜିଲ୍ଲାର ତହସିଲ କାର୍ଯ୍ୟାଳୟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ସଫେଇ କାମ । ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ତହସିଲ କାର୍ଯ୍ୟାଳୟରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାର ତହସିଲ କାର୍ଯ୍ୟଳୟରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ସଫେଇ କାମ । ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା ତହସିଲ କାର୍ଯ୍ୟାଳୟରେ । ତହସିଲଦାରଙ୍କ ସହ ତହସିଲ କର୍ମଚାରୀ ମାନେ ସଫେଇ କାମରେ ଲାଗିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତହସିଲ ଅଧୀନରେ ଏହି ସଫା କରାଯାଉଥିବା ଦେଖାଯାଇଥିଲା । ପ୍ରଥମେ ନବରରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରେ ଆରଆଇ ସର୍କଲରେ ସ୍ବଚ୍ଛ ଭାରତ ଅଭିଯାନ ଚାଲୁ କରାଯିବ ବୋଲି କହିଛନ୍ତି ନବରରଙ୍ଗପୁର ତହସିଲଦାର । ଆମ ଚାରିପାର୍ଶ୍ବକୁ ସଫା ସୁତୁରା କରି ରଖିବା ସହ ସଚେତନ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ତହସିଲଦାର ।

ଜିଲ୍ଲାର ସମସ୍ତ ଅଫିସରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି କିଛି ବୁଦ୍ଧିଜୀବୀ ମାନେ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ନବରରଙ୍ଗପୁର ତହସିଲ କାର୍ଯ୍ୟଲୟରେ ସ୍ୱଚ୍ଛ ଭାରତ ଅଭିଯାନରେ ସମସ୍ତ କର୍ମଚାରୀ ।
ଫର୍ମାଟ - ଏଭିଓ୧୭/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
--------------------------------------------------------------
ଆଙ୍କର - ନବରରଙ୍ଗପୁର ଜିଲ୍ଲା ତହସିଲ କାର୍ଯ୍ୟଳୟରେ ଆଜି ସକାଳୁ ସକାଳୁ ଦେଖିବା ମିଳିଛି ସଫାଇ କାମ ।ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ତହସିଲ କାର୍ଯ୍ୟଳୟରେ । ତହସିଲଦାରଙ୍କ ସହ ତହସିଲ କର୍ମଚାରୀ ମାନେ ସଫା କରୁଥିଲେ । ତହସିଲ ଅଧୀନ ରେ ଏହି ସଫା କରୁଥିବା ଦେଖାଯାଇଥିଲା । ପ୍ରଥମେ ନବରରଙ୍ଗପୁର ତହସିଲ କାର୍ଯ୍ୟଳୟ ପରେ ଗୋଟିଏ ଗୋଟିଏ କରି( ଆ ରା ଇ ) ସାରକିଲ ରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲୁ କରାଯିବ ବୋଲି କହିଛନ୍ତି ନବରରଙ୍ଗପୁର ତହସିଲଦାର ଏହା ଏକ ଆବାରନାସ ବୋଲି କହିଛନ୍ତି । ନବରରଙ୍ଗପୁର ର ସମସ୍ତ ଅଫିସରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି କିଛି ବୁଦ୍ଧିଯିବି ମାନେ କହିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରୁଥିବା ଦେଖି ବୁଦ୍ଧିଯିବି ବେଶ ପ୍ରଶଂସା କରିଛନ୍ତି ଓ ନବରରଙ୍ଗପୁର ତହସିଲଦାର ଧନ୍ୟବାଦ ଦେଇଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.