ETV Bharat / state

ନବରଙ୍ଗପୁରରେ ମାସ୍କ ଚେକିଂ କଡାକଡି

ଜିଲ୍ଲାରେ ଆରମ୍ଭ ହେଲା ମାସ୍କ ଚେକିଂ। ସହର ଛକ ଗୁଡିକରେ ପୋଲିସ ଓ ପ୍ରଶାସନ ତରଫରୁ ମାସ୍କ ଚେକିଂକୁ ଜୋରଦାର କରାଯାଇଛି। ଅଧିକ ପଢନ୍ତୁ...

ନବରଙ୍ଗପୁରରେ ମାସ୍କ ଚେକିଂ କଡାକଡି
ନବରଙ୍ଗପୁରରେ ମାସ୍କ ଚେକିଂ କଡାକଡି
author img

By

Published : Feb 23, 2021, 3:06 PM IST

ନବରଙ୍ଗପୁର: ଜିଲ୍ଲାରେ ଆରମ୍ଭ ହେଲା ମାସ୍କ ଚେକିଂ। ସହର ଛକ ଗୁଡିକରେ ପୋଲିସ ଓ ପ୍ରଶାସନ ତରଫରୁ ମାସ୍କ ଚେକିଂକୁ ଜୋରଦାର କରାଯାଇଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ଏପରି ମାସ୍କ ଚେକିଂ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟ ରାଜ୍ୟରେ କୋରୋନା ପ୍ରଭାବ ବୃଦ୍ଧି ପାଇ ଥିବା ନେଇ ରାଜ୍ୟ ସରକାର କୋରୋନା ପ୍ରଭାବ ରୋକିବା ପାଇଁ ମାସ୍କ ବ୍ୟବହାର କଡାକଡ଼ି ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି ।

ନବରଙ୍ଗପୁରରେ ମାସ୍କ ଚେକିଂ କଡାକଡି

ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ବାଧ୍ୟତାମୂଳକ ମାସ୍କ ବ୍ୟବହାର କରିବା ପାଇଁ ସଚେତନା କରାଯାଉଛି । ଏହାସହ ଆବଶ୍ୟକସ୍ଥଳେ ଯେଉଁ ମାନେ ମାସ୍କ ବ୍ୟବହାର କରି ନ ଥିବେ ସେମାନଙ୍କୁ ଆଇନ ଗତ ଭାବେ ଫାଇନ୍ ବ୍ୟବସ୍ଥା ରଖାଯାଇଛି । ସହରରେ ଯିବା ଆସିବା ସାଧାରଣ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.