ETV Bharat / state

ଲାଞ୍ଚ ନେଲା ବେଳେ ଗିରଫ ହେଲେ ଆରଆଇ

ଲାଞ୍ଚ ନେଇ ବନ୍ଧା ହେଲେ ବଡ ଆମଡା ଆରଆଇ । ଅଧିକ ପଢନ୍ତୁ

PHOTO
ଲାଞ୍ଚନେଲା ବେଳେ ଗିରଫ ହେଲେ ଆରଆଇ
author img

By

Published : Dec 19, 2019, 10:16 PM IST

ନବରଙ୍ଗପୁର: 1500 ଟଙ୍କା ଲାଞ୍ଚ ନେଲା ବେଳେ ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲର ବଡ ଆମଡାର ଭାରପ୍ରାପ୍ତ ଆରଆଇ ହରିବନ୍ଧୁ ରାନ୍ଧାରି ଜୟପୁର ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି ।

ଅଞ୍ଚଳା ଗ୍ରାମର ଘାସିରାମ ହରିଜନଙ୍କ ଠାରୁ ଜମି ମାପଜୁପ ମାମଲାରେ ଲାଞ୍ଚ ନେଲାବେଳେ ଦୁର୍ନୀତି ନିବାରଣ ବିଭାଗ ଅଭିଯୁକ୍ତ ହରିବନ୍ଧୁ ରାନ୍ଧାରିଙ୍କୁ ଗିରଫ କରିଛି l ଏନେଇ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ
ଫର୍ମାଟ - ଏଭିଓ, ୧୯/୧୨/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------
1500 ଟଙ୍କା ଲାଞ୍ଚ ନେଲା ବେଳେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲର ବଡ଼ ଆମଡା ଭାରପ୍ରାପ୍ତ ଆର ଆଇ ହରିବନ୍ଧୁ ରନ୍ଧାରି ଜୟପୁର ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଲେ l ଅଞ୍ଚଳା ଗ୍ରାମର ଘାସିରାମ ହରିଜନ ନାମକ ବ୍ୟକ୍ତିଙ୍କ ଜମିମାପଜୁପ ମାମଲାରେ ଲାଞ୍ଚନେଲାବେଳେ ଦୁର୍ନୀତି ନିବାରଣ ବିଭାଗ ଅଭିଯୁକ୍ତ ହରିବନ୍ଧୁ ରନ୍ଧାରିଙ୍କୁ ଗିରଫ କରିଛନ୍ତି lଅଧିକ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.