ETV Bharat / state

ଶାନ୍ତିଶୃଙ୍ଖଳା ସହ ସମାପନ ହେଲା ନବରଙ୍ଗପୁର ରଥଯାତ୍ରା - car festival

ଘଣ୍ଟଘଣ୍ଟା ଶଙ୍ଖ ଧ୍ବନି ଓ ଭକ୍ତଙ୍କ ହରିବୋଲ ହୁଳହୁଳିରେ ସମାପନ ହେଲା ନବରଙ୍ଗପୁରର ରଥଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 4, 2019, 7:12 PM IST

ନବରଙ୍ଗପୁର: ସମସ୍ତ ରୀତିନୀତି ଓ ଶାନ୍ତିଶୃଙ୍ଖଳାସହ ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ସେବକ ମାନଙ୍କ ଦ୍ବାରା ସୁଦର୍ଶନଙ୍କ ସହିତ ତିନି ଠାକୁର ସିଂହାସନ ଛାଡ଼ି ଧାଡି ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ । ଏହାପରେ ରଥରେ ରାଜପୁରୋହିତ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା । ସମସ୍ତ ନୀତି ସୁରୁଖୁରୁରେ ସମାୟାନୁସାରେ ସମ୍ପନ୍ନ ହୋବାପରେ ଭକ୍ତଙ୍କ ଦ୍ଵାରା ରଥ ଟଣା ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହାପରେ ମାଉସୀ ମା' ମନ୍ଦିରର ବା ଆଡ଼ପ ମଣ୍ଡପରେ ବିଜେ କରିତିଲେ ଚତୁର୍ଦ୍ଧାମୁରତୀ । ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁସଲକର, ଉପଜିଲ୍ଲାପାଳ, ତଥା ଜିଲ୍ଲାପ୍ରଶାସନର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ମାନେ ରଥ ଟଣା ସମୟରେ ଭକ୍ତଙ୍କ ସହ ଉପସ୍ଥିତ ରହି ରଥ ଟାଣିଥିଲେ ।

ରଥଟଣା ସମୟରେ ସମସ୍ତ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ରଥଯାତ୍ରା
ଫର୍ମାଟ - ଏଭିଓ, ୦୪/୦୭/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
-------------------------------------------------------
ଆଙ୍କର- ସମସ୍ତ ରୀତିନୀତି ରେ ନବରଙ୍ଗପୁର ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେବକ ମାନଙ୍କ ଦ୍ୱାରା ସୁଦର୍ଶନ ଙ୍କ ସହିତ ତିନି ଠାକୁର ଧାଡି ପହଣ୍ଡିରେ ଦେଉଳରୁ ସିଂହାସନ ଛାଡ଼ି ଆସି ରଥାରୂଢ ହେବାପରେ ରଥରେ ରାଜପୁରୋହିତ ନରସିଂହ ତ୍ରିପାଠୀ ଙ୍କ ଦ୍ଵାରା ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା । ସମସ୍ତ ନୀତି ସୁରୁଖୁରୁ ସମାୟାନୁସାରେ ସମ୍ପନ୍ନ ହୋବାପରେ ଭକ୍ତ ଙ୍କ ଦ୍ଵାରା ରଥ ଟଣା ହୋଇ ମାଉସୀ ମା ମନ୍ଦିରର ବା ଆଡ଼ପ ମଣ୍ଡପରେ ବିଜେ କରିଲେ । ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁସଲକର, ଉପଜିଲ୍ଲାପାଳ, ତଥା ଜିଲ୍ଲାପ୍ରଶାସନ ର ସମସ୍ତ ଉଛପଦସ୍ଥ ଅଧିକାରୀ ମାନେ ରଥ ଟଣା ସମୟରେ ଭକ୍ତ ଙ୍କ ସହ ଉପସ୍ଥିତ ରହି ରଥଟାଣି ଥିଲେ । ରଥଯାତ୍ରା ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା । ସମସ୍ତ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.