ETV Bharat / state

ଦଳୀୟ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି - ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି

ଦଳୀୟ କର୍ମୀଙ୍କ ଶେଷକୃତ୍ୟ କାର୍ଯ୍ୟରେ ସାମିଲ ହୋଇ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Ramesh majhi join party workers funeral
ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି
author img

By

Published : Dec 28, 2019, 9:34 PM IST

ନବରଙ୍ଗପୁର: ସାଧାରଣ କର୍ମୀର ଶେଷକୃତ୍ୟ କାର୍ଯ୍ୟରେ ସାମିଲ ହୋଇ ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ।

ସାଧାରଣ କର୍ମୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ସାଂସଦ ରମେଶ ମାଝି

ନବରଙ୍ଗପୁର ସଦର ମହକୁମାଠାରେ ଅଭିରାମ ଗୌଡ଼ ନାମକ ବିଜେଡ଼ିର ଜଣେ କର୍ମୀଙ୍କ ଶନିବାର ମୃତ୍ୟୁ ହୋଇଛି । ଦଳୀୟ କର୍ମୀଙ୍କ ମୃତ୍ୟୁ ଖବର ପାଇ ତୁରନ୍ତ ସାଂସଦ ରମେଶ ମାଝି ଅଭିରାମଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ପରିବାର ଲୋକଙ୍କୁ ଆଶ୍ବସନା ଦେବା ସହ ଅଭିରାମଙ୍କ ଶେଷକୃତ୍ୟ କାର୍ଯ୍ୟ ସାମିଲ ହୋଇଥିଲେ । ସାଂସଦ ଏହି କାର୍ଯ୍ୟକୁ ଚାରିଆଡେ ପ୍ରଶଂସା କରାଯାଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
Slug- ସାଧାରଣ କର୍ମୀ ର ଶେଷ କୃତ୍ୟ ସମ୍ପନ୍ନ କାର୍ଯ୍ୟ ରେ ସାମିଲ ହେଲେ ନବରଙ୍ଗପୁର ସାଂସଦ।
ସୁଖ ହେଉ କି ଦୁଃଖ ଜନ୍ମ ନାମକରଣ ହେଉ କି ଦଶାହ କାର୍ଯ୍ୟ ହେଉ ଟିକେ ଖବର ଶୁଣିବା ମାତ୍ରେ ଉପସ୍ଥିତ ହୋଇଯାଇଥାନ୍ତି ନବରଙ୍ଗପୁର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ।
ଆଜି ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାଠାରେ ।ଅଭିରାମ ଗୌଡ଼ ନାମକ ବିଜେଡ଼ି ର ଏକ ସାଧାରଣ କର୍ମୀ ମୃତ୍ୟୁ ବରଣ କରିଥିଲେ ତେବେ ଖବର ଶୁଣିବା ମାତ୍ରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ମାଝୀ ଅଭିରାମ ଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହିତ ମାଶାଣୀ କୁ ଯାଇ ଶବ ସତ୍କାର କାର୍ଯ୍ୟ ମଧ୍ୟ ସାମିଲ ହୋଇଥିଲେ । ସାଂସଦ ଶ୍ରୀଯୁକ୍ତ ମାଝୀ ସେ ସାଧାରଣ ଜନତା ହେଉ କି ଜଣେ ଦଳ ର ସାଧାରଣ କର୍ମୀ ହେଉ ଖବର ପାଇବା ମାତ୍ରେ ପହଞ୍ଚି ଯାଇଥାନ୍ତି ଲୋକଙ୍କ ପାଖରେ ଏହିପରି ମାନବିକତା କାର୍ଯ୍ୟ ପାଇଁ ଅଞ୍ଚଳରେ ବେଶ ଲୋକପ୍ରିୟ ନେତା ହୋଇପାରିଥିବା ବେଳେ ଲୋକଙ୍କ ହୃଦୟରେ ଜିତି ପାରିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ ।Body:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.