ETV Bharat / state

ଡାକ୍ତର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ - ଡାକ୍ତର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଦୁଇ ମାସ ହେବ ଡାକ୍ତରଙ୍କ ଦେଖା ନାହିଁ । ଯେଉଁକାରଣରୁ ଦିବ୍ୟାଙ୍ଗମାନେ ମୁଖ୍ୟ ଚିକିତ୍ସାଳୟରେ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ...

ଡାକ୍ତର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ
author img

By

Published : Oct 19, 2019, 3:56 AM IST

ନବରରଙ୍ଗପୁର: ଦୁଇ ମାସ ହେବ ଡାକ୍ତରଙ୍କ ଦେଖା ନାହିଁ । ଯେଉଁକାରଣରୁ ଦିବ୍ୟାଙ୍ଗମାନେ ମୁଖ୍ୟ ଚିକିତ୍ସାଳୟରେ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ପ୍ରତ୍ୟେକ ମାସ 18 ତାରିଖରେ ଦିବ୍ୟାଙ୍ଗମାନେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଆସି ସେମାନଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ ଆବେଦନ କରିବା ସହ କିଛି ଭିନ୍ନକ୍ଷମ ସାର୍ଟିଫିକେଟ ଗ୍ରହଣ କରିଥା'ନ୍ତି । ମାତ୍ର ଦୁଃଖର ବିଷୟ ଗତ ଦୁଇମାସ ହେବ ଭିତରେ କୌଣସି ଡାକ୍ତରଙ୍କ ଦେଖାନାହିଁ । ଯାହାକୁ ନେଇ ବାରମ୍ବାର ଡାକ୍ତରଖାନା ଆସି ଏମାନେ ନିରାଶ ହୋଇ ଫେରୁଛନ୍ତି ।

ଡାକ୍ତର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ

ସୂଚନା ଅନୁଯାୟୀ, ନବରରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟ ଜିଲ୍ଲାର ଡାକ୍ତର ଆସିଥା'ନ୍ତି । କିନ୍ତୁ ଗତ ଦୁଇମାସ ହେବ କ'ଣ ପାଇଁ ଡାକ୍ତର ଆସୁନାହାନ୍ତି ତାହାର ଖବର କାହା ପାଖରେ ନାହିଁ ।
ପୂର୍ବରୁ ଚାନ୍ଦହାଣ୍ଡି, ଉମରକୋଟ, ରାଇଘର, ଡାବୁଗାଁ ,ବିଭିନ୍ନ ସ୍ଥାନରୁ ଦିବ୍ୟାଙ୍ଗମାନେ ଡାକ୍ତରଖାନା ଆସିଥିଲେ ମାତ୍ର ସେଠାରେ ଡାକ୍ତରକୁ ନପାଇଁ ବିରକ୍ତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳଙ୍କୁ ନପାଇଁ ସମସ୍ତ ଦିବ୍ୟାଙ୍ଗ ନିରାଶ ହୋଇ ଫେରିଥିଲେ ।

ତେବେ ଶୁକ୍ରବାର ଜିଲ୍ଲାପାଳ ଫିଲ୍ଡରେ ଥିବାର ଖବରପାଇଁ ଜିଲ୍ଲାପାଳଙ୍କ ପିଏଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ଏହି ଦିବ୍ୟାଙ୍ଗ । ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ କେବେ ବୁଝୁଛନ୍ତି ଏହି ଅସହାୟଙ୍କ ଦୁଃଖ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-- ନବରରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହେଲେ ।
ଫର୍ମାଟ - ଏଭିଓ ୧୮/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
------------------------------------------------------------

ଆଙ୍କର - ନବରରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ମାନେ ଦୁଇ ମାସ ହେଲା ମୁଖ୍ୟ ଚିକିତ୍ସାଳୟରେ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରତ୍ୟେକ ମାସ ୧୮ ତାରିଖରେ ଭିନ୍ନକ୍ଷମ ମାନେ ମୁଖ୍ୟ ଚିକିତ୍ସାଳୟରେ ଆସି ସେମାନଙ୍କ ଭିନ୍ନକ୍ଷମ ସାଟିଫିକେଟ ଆବେଦନ କରିବେ । କିଛି ଭିନ୍ନକ୍ଷମ ମାନେବି ସାଟିଫିକେଟ ଗ୍ରହଣ କରିବେ । କିନ୍ତୁ ଦୁଃଖ ବିଷୟ ଦୁଇମାସ ଦୁଇଟି ତାରଖ ଗୋଲାଣି କିନ୍ତୁ କୋଣସି ଡାକ୍ତ ଦେଖା ମିଳୁନାହିଁ । ସୂଚନା ଅନୁଯାୟୀ ଏଠାରେ କୋରାପୁଟ ଜିଲ୍ଲାର ଡାକ୍ତର ଆସନ୍ତି କୋଣ ହେଲା ଡାକ୍ତର ଆସୁନାହାନ୍ତି କାହାର ପାଖରେ ଖବର ନାହିଁ। ଚିକିତ୍ସାଲୟ ଆସିଥିଲେ ଚାନ୍ଦହାଣ୍ଡି, ଉମରକୋଟ, ରାଇଘର, ଡାବୁଗାଁ ,ବିଭିନ୍ନ ଗ୍ରାମ ଭିନ୍ନକ୍ଷମ ମାନେ ଆସିଥିଲେ ଓ ଏଠାରେ ଡାକ୍ତରକୁ ନପାଇଁ ବିରକ୍ତ ହେଇ ଜିଲ୍ଲାପାଳ କାର୍ଯ୍ୟଳୟକୁ ଯାଇଥିଲେ । ସେଠାରେ ଜିଲ୍ଲାପାଳଙ୍କୁ ନପାଇଁ ସମସ୍ତ ଭିନ୍ନକ୍ଷମ ମାନେ ନିରାଶ ହୋଇ ଯାଇଥିଲେ । ଆଜି ଜିଲ୍ଲାପାଳ ଫିଲଡ଼ରେ ଥିବା ଶୁଣୀ ଜିଲ୍ଲାପାଳଙ୍କ ପିଏ ଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।ଏପଟେ ମୋ ସରକାର କାର୍ଯ୍ୟକ୍ରମ ଚାଲିଥିଲା ବେଳେ ନବରରଙ୍ଗପୁର ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଏହାପତି ଜିଲ୍ଲାପାଳ ଭିନ୍ନକ୍ଷମଙ୍କ ପତି ଦୁଷ୍ଟି ଦେବା ପାଇଁ ଭିନ୍ନକ୍ଷମ ଭାଈ ଭଉଣୀ ମାନେ ଅନୁରୋଧ କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.