ETV Bharat / state

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ, ସମସ୍ୟା ଘେରରେ ଡୁମାଗୁଡା ଗାଁ

author img

By

Published : Mar 10, 2020, 12:04 AM IST

ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତର ଡ଼ୁମାଗୁଡାରେ ପାନୀୟ ଜଳ ସଙ୍କଟ l ଡ଼ୁମାଗୁଡାର ଆଦିବାସୀ ନିକଟସ୍ଥ ଏକ ଚୁଆ ପାଣିକୁ ଦୈନିକ ବ୍ୟବହାର କରୁଛନ୍ତି l ଅଧିକ ପଢନ୍ତୁ...

ସମସ୍ୟା ଘେରରେ ଡ଼ୁମାଗୁଡା ଗାଁ
ସମସ୍ୟା ଘେରରେ ଡ଼ୁମାଗୁଡା ଗାଁ

ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଞ୍ଚାୟତର ଡ଼ୁମାଗୁଡାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି l ଡ଼ୁମାଗୁଡାର ଆଦିବାସୀ ନିକଟସ୍ଥ ଏକ ଚୁଆ ପାଣିକୁ ଦୈନିକ ବ୍ୟବହାର କରୁଛନ୍ତି l

ସମସ୍ୟା ଘେରରେ ଡ଼ୁମାଗୁଡା ଗାଁ

ଡ଼ୁମାଗୁଡାରେ 13 ଟି ପରିବାର ବସବାସ କରନ୍ତି l ଡୁମାଗୁଡାର ଆଦିବାସୀମାନେ ଅନେକଥର ପାନୀୟ ଜଳ ପାଇଁ ନଳକୂପ ନିମନ୍ତେ ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ କିଏ କର୍ଣ୍ଣପାତ କରୁନାହାଁନ୍ତି l ସେହିପରି ଉକ୍ତ ଅଞ୍ଚଳରେ ବିଜୁଳି ଆଲୁଅର ମଧ୍ୟ ଵ୍ୟବସ୍ଥା ନାହିଁ l

ଏସବୁ ସମସ୍ୟାକୁ ନେଇ ଚଚରାଗୁଡା ପଞ୍ଚାୟତର ସରପଞ୍ଚ ଧର୍ମାନନ୍ଦ ନାୟକ ପ୍ରଶାସନ ନିକଟରେ ନିବେଦନ କରିଥିବା ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.